ସୋନେପୁର ରେ ଆଜି ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ
ରାଜ୍ୟ ରେ ଆଜି ୩୫୪୩ ଜଣ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ। ଆଜି ସବୁଠୁ ଅଧିକ ଅନଗୁଳୁ, ବାଲେଶ୍ୱର, ପୁରୀ, ଯାଜପୁର, କଟକ, ଖୋର୍ଦ୍ଧା ଓ ଜଗତସିଂପୁର ଜିଲାରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୦ ଟି ଜିଲ୍ଲା ରୁ ୩୫୪୩ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୨୧୬୧ କ୍ୱାରେଣ୍ଟିନ୍ରେ
ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୧୩୮୨ ଜଣ ଅଛନ୍ତି
ଖୋର୍ଦ୍ଧା ଜିଲାରେ ଗୋଟିଏ ଦିନରେ ୮୭୮ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି
ଗୋଟିଏ ଦିନରେ ୩୫୪୩ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି,
Covid-19 ର ରିପୋର୍ଟ – ୦୪ ସେପ୍ଟେମ୍ବର ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,
ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୬୮, ବାଲେସୋର ୧୫୩ ଜଣ, ବରଗଡ ୨୭୪, ଭଦ୍ରକ ରେ ୫୦, ବଲାଙ୍ଗୀର ୩୭ ଜଣ, ବୌଧ : ୬୭ , କଟକ :୨୯୫, ଦେଓଗଡ : ୪,
ଢେଙ୍କାନାଳ : ୬୯, ଗଜପତି : ୨୯, ଗଞ୍ଜାମ ରେ ୧୦୨, ଜଗତସିଂପୁର ରେ ୮୫,
ଯାଜପୁର ରେ ୨୦୬, ସେହିଭଳି ଝାରସୁଗୁଡା ରେ ୮୭, କଳାହାଣ୍ଡି ରେ ୩୭ ଜଣ,
କନ୍ଧମାଳ ରେ ୩୮, କେନ୍ଦ୍ରାପଡା ରେ ୪୮, କେନ୍ଦୁଝର ରେ ୪୪, ଖୋର୍ଧା : ୮୭୮, କୋରାପୁଟ : ୯୦, ମାଲକାନଗିରି : ୨୫, ମୟୂରଭଞ୍ଜ : ୩୨୬,
ନବରଙ୍ଗପୁର ରେ ୩୩, ନୟାଗଡ ରେ ୩୪ ଜଣ, ନୂଆପଡା : ୯୮, ପୁରୀ : ୬୧, ରାୟଗଡା : ୬୭, ସମ୍ବଲପୁର : ୮୩, ସୋନେପୁର: ୯୯, ସୁନ୍ଦରଗଡ ରେ ୫୬,
ସମୁଦାୟ ୩୫୪୩ ଜଣ କରୋନା ରୋଗୀ ଚିହ୍ନଟ ।
ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୨୯୮୦ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୨୦୪୮୦୦୮, ଏବଂ ସକରାତ୍ମକ: ୧୨୦୨୨୧,
ପୁନରୁଦ୍ଧାର: ୯୦୩୩୧ ଏବଂ ସକ୍ରିୟ ମାମଲା ରେ ୨୯୨୯୯ ବୋଲି ଜଣା ପଡିଛି ।
ଆଜି ଗୁରୁ ଦିବସ –
ଭାରତର ପ୍ରଥମ ଉପ ରାଷ୍ଟ୍ରପତି ତଥା ମହାନ୍ ଦାର୍ଶନିକ ଓ ବିଦ୍ବାନ ଶ୍ରୀ ଡକ୍ଟର ସର୍ବପଲ୍ଲି ରାଧାକୃଷ୍ଣନଙ୍କ ଜୟନ୍ତୀ ର ପବିତ୍ର ଗୁରୁ ଦିବସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।
ଗୁରୁବ୍ରହ୍ମା ଗୁରୁ ବିଷ୍ଣୁ,ଗୁରୁ ଦେବୋ ମହେଶ୍ଵର
ଗୁରୁସାକ୍ଷାତ୍ ପରମ୍ ବ୍ରହ୍ମ
ତସ୍ମୈ ଶ୍ରୀ ଗୁରବେନମଃ
ଗୁରୁ ହେଉଛନ୍ତି ବ୍ରହ୍ମା(ସୃଷ୍ଟିକର୍ତ୍ତା)ଗୁରୁ ହେଉଛନ୍ତି ବିଷ୍ଣୁ(ପାଳନ କର୍ତ୍ତା)ଗୁରୁ ମଧ୍ୟ ମହେଶ୍ଵର(ବିନାଶ କର୍ତ୍ତା) ଗୁରୁ ହେଉଛନ୍ତି ସାକ୍ଷାତ ପରମ ବ୍ରହ୍ମସେହି ଗୁରୁଙ୍କୁ ଆମର ସତପ୍ରଣାମ

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

Recent Post
- Google’s Search Spam Algorithm Updated On June 23rd
- How to Optimize Website URLs for SEO?
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଆଜି ୧୫୪୭ ଜଣ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଓଡିଶାରେ ୨୪ ଘଣ୍ଟାରେ ୧୯୩୧ ଜଣ କରୋନା ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।