Corona 1

ଦିନକରେ ଓଡ଼ିଶାରେ ୪୩୪୦ କରୋନା ଆକ୍ରାନ୍ତ‌ ଚିହ୍ନଟ, କରୋନା ରେ ସୁସ୍ତ ହାର ଦିନକୁ ଦିନ ବଢି ଚାଲିଛି । ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।

ଦିନକରେ ଓଡ଼ିଶାରେ ୪୩୪୦ କରୋନା ଆକ୍ରାନ୍ତ‌ ଚିହ୍ନଟ, କରୋନା ରେ ସୁସ୍ତ ହାର ଦିନକୁ ଦିନ ବଢି ଚାଲିଛି । ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।

ଦିନକରେ ଓଡ଼ିଶାରେ ୪୩୪୦ କରୋନା ଆକ୍ରାନ୍ତ‌ ଚିହ୍ନଟ, ରାଜ୍ୟ ରେ ଆଜି ୪୩୪୦ ଜଣ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ। ଆଜି ସବୁଠୁ ଅଧିକ ବଲାଙ୍ଗୀର, ଅନଗୁଳୁ, ବାଲେଶ୍ୱର, ପୁରୀ, ଯାଜପୁର, କଟକ, ଖୋର୍ଦ୍ଧା ଓ ଜଗତସିଂପୁର ଜିଲାରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୧ ଟି ଜିଲ୍ଲା ରୁ ୪୩୪୦ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୨୫୧୭ କ୍ୱାରେଣ୍ଟିନ୍‌ରେ
ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୧୮୧୩ ଜଣ ଅଛନ୍ତି

ସବୁଠୁ ଅଧିକ ଖୋର୍ଦ୍ଧା ଜିଲାରେ ଗୋଟିଏ ଦିନରେ ୬୫୩ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି
ଗୋଟିଏ ଦିନରେ ୪୩୪୦ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି, କରୋନା ରେ ସୁସ୍ତ ହାର ଦିନକୁ ଦିନ ବଢି ଚାଲିଛି

Covid-19 ର ରିପୋର୍ଟ – ୨୩ ସେପ୍ଟେମ୍ବର ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,

ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୧୫୫, ବାଲେସୋର ୧୬୨ ଜଣ, ବରଗଡ ୧୦୮, ଭଦ୍ରକ ରେ ୧୦୫, ବଲାଙ୍ଗୀର ୫୩ ଜଣ, ବୌଧ : ୬୭, କଟକ : ୫୬୭, ଦେଓଗଡ : ୨୨,
ଢେଙ୍କାନାଳ : ୫୬, ଗଜପତି : ୧୯, ଗଞ୍ଜାମ ରେ ୯୦, ଜଗତସିଂପୁର ରେ ୧୯୩,
ଯାଜପୁର ରେ ୧୫୧, ସେହିଭଳି ଝାରସୁଗୁଡା ରେ ୧୭୪, କଳାହାଣ୍ଡି ରେ ୫୮ ଜଣ,
କନ୍ଧମାଳ ରେ ୧୪୩, କେନ୍ଦ୍ରାପଡା ରେ ୧୦୯, କେନ୍ଦୁଝର ରେ ୯୦, ଖୋର୍ଧା : ୬୫୩, କୋରାପୁଟ : ୭୭, ମାଲକାନଗିରି : ୩୪, ମୟୂରଭଞ୍ଜ : ୧୨୭,
ନବରଙ୍ଗପୁର ରେ ୧୪୩, ନୟାଗଡ ରେ ୮୪ ଜଣ, ନୂଆପଡା : ୭୪, ପୁରୀ : ୨୦୩, ରାୟଗଡା : ୬୨, ସମ୍ବଲପୁର : ୧୩୦, ସୋନେପୁର: ୧୨୯, ସୁନ୍ଦରଗଡ ରେ ୧୩୮,
ଓ ଷ୍ଟେଟ ପୂଲ ୧୬୪ଜଣ କରୋନା ରୋଗୀ ଚିହ୍ନଟ ।

ସମୁଦାୟ ୪୩୪୦ ଜଣ କରୋନା ରୋଗୀ ଚିହ୍ନଟ ।
ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୪୦୫୨ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୨୯୫୬୩୦୧, ଏବଂ ସକରାତ୍ମକ: ୧୯୬୮୮୮,
ସମୁଦାୟ ପୁନରୁଦ୍ଧାର: ୧୫୭୨୬୫ ଏବଂ ସକ୍ରିୟ ମାମଲା ରେ ୩୮୮୨୮
ବୋଲି ଜଣା ପଡିଛି ।

Corona 1
Image Credit – Freepik

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

fallow-Expreass-Odia-News-1
Recent Post