ଆଜି ସମଗ୍ର ୨୫ ଟି ଜିଲ୍ଲା ରେ ୫୯୧ ଚିହ୍ନଟ କରୋନା ରୋଗୀଙ୍କ ମଧ୍ୟରୁ ୩୯୪ କ୍ୱାରେଣ୍ଟିନ୍ରେ ଥିବାବେଳେ ସ୍ଥାନୀୟ ମାମଲା ୧୯୭ ଅଛନ୍ତି। ଗଞ୍ଜାମ ଜିଲ୍ଲାରେ ସବୁଠୁ ଅଧିକ ୧୮୨ କରୋନା ରୋଗୀ ଚିହ୍ନଟ ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି
ଓଡିଶାରୁ ଆଜି ୫୯୧ କରୋନା କରୋନା ଆକ୍ରାନ୍ତ ସଂଖ୍ୟା, ଦିନକ ପରେ ଦିନକୁ ଓଡିଶା ରେ ବଢିଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା, ଆଜି ସବୁଠୁ ଅଧିକା ୧୮୨ କରୋନା ସକରାତ୍ମକ ଗଞ୍ଜାମ ରେ ଏବଂ ଆଜି ସବୁଠୁ ଅଧିକ ଖୋର୍ଦ୍ଧା ରେ ୧୨୧ କରୋନା ସକରାତ୍ମକ ।
କରୋନା ସକରାତ୍ମକ ଓଡିଶା ରେ ୫୯୧ ନୂଆ କରୋନା ପଜିଟିଭ୍ : କିନ୍ତୁ ନୂତନ ସକରାତ୍ମକ ମାମଲା : ୫୯୧, କ୍ୱାରାଣ୍ଟିନରେ : ୩୯୪, ଲୋକାଲ କେସ : ୧୯୭
Covid-19 ର ରିପୋର୍ଟ -୧୭ ଜୁଲାଇ ୨୦୨୦: ( ଲୋକାଲ କେସ ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି ), ଓଡିଶାରୁ ଆଜି ୫୯୧ କରୋନା ରୋଗୀ ଚିହ୍ନଟ,
ଗଞ୍ଜାମ ପରେ ଏବେ କରୋନା ଖୋର୍ଧା କୁ ଆକ୍ରମଣ କରିଛି,
ଜିଲ୍ଲା ମାନଙ୍କର ରିପୋର୍ଟ |
ଅନଗୁଳୁ : ୧, ବାଲେସୋର : ୧୩, ବରଗଡ : ୩୫, ଭଦ୍ରକ : ୩, ବଲାଙ୍ଗୀର : ୯ , ବୌଧ : ୫ , କଟକ : ୩୮, ଦେଓଗଡ : ୩, ଢେଙ୍କାନାଳ : ୯, ଗଜପତି : ୦, ଗଞ୍ଜାମ : ୧୮୨, ଜଗତସିଂପୁର : ୨୨, ଯାଜପୁର : ୧୯, ଝାରସୁଗୁଡା : ୫, କନ୍ଧମାଳ : ୦, କେନ୍ଦ୍ରାପଡା : ୮ , କେନ୍ଦୁଝର : ୬, ଖୋର୍ଧା : ୧୨୧ , ଯାଜପୁର : ୦ , କଳାହାଣ୍ଡି : ୦ , କୋରାପୁଟ : ୪ , ମାଲକାନଗିରି : ୮ , ମୟୂରଭଞ୍ଜ : ୨୨ ,ନବରଙ୍ଗପୁର : ୨୨ ,ନୟାଗଡ଼ : ୧୧ , ନୂଆପଡା : ୦ , ପୁରୀ : ୬, ରାୟଗଡା : ୧ , ସମ୍ବଲପୁର :୨୦ , ସୋନେପୁର : ୦, ସୁନ୍ଦରଗଡ : ୧୮,
ନୂତନ ପୁନରୁଦ୍ଧାର: ୪୫୩, ସଂକଳିତ ପରୀକ୍ଷଣ: ୩୭୭୮୯୩, ସକରାତ୍ମକ: ୧୬୭୦୧, ପୁନରୁଦ୍ଧାର:୧୧୩୩୦, ସକ୍ରିୟ ମାମଲା: ୫୨୫୯


Recent Post
- Google’s Search Spam Algorithm Updated On June 23rd
- How to Optimize Website URLs for SEO?
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଆଜି ୧୫୪୭ ଜଣ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଓଡିଶାରେ ୨୪ ଘଣ୍ଟାରେ ୧୯୩୧ ଜଣ କରୋନା ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।