Covid-19-Report-For-01-Aug-Morning

ଗଂଜାମ ପରେ ଏବେ ଖୋର୍ଦ୍ଧା, ଏବେ ରାୟଗଡା ରେ ଦିନକୁ ଦିନ ବଢିଚାଲିଛି କରୋନା ରୋଗୀ ଙ୍କ ସଂଖ୍ୟା, ଗୋଟିଏ ଦିନରେ ୧୬୦୨ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ।

ଆଜି ସମୁଦାୟ ୨୯ ଟି ଜିଲ୍ଲା ରୁ ୧୬୦୨ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୯୯୩ କ୍ୱାରେଣ୍ଟିନ୍‌ରେ ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୬୦୯ ଜଣ ଅଛନ୍ତି
ଖୋର୍ଦ୍ଧା ରେ ସବୁଠୁ ଅଧିକ ୨୮୫ କରୋନା ରୋଗୀ ଗୋଟି ଦିନରେ ଚିହ୍ନଟ ।

ଏବେ ରାୟଗଡା ରେ ଦିନକୁ ଦିନ ବଢିଚାଲିଛି କରୋନା ରୋଗୀ ଙ୍କ ସଂଖ୍ୟା, ଜଣାନ୍ତୁ ସମ୍ପୂର୍ଣ ଖବର ।
କରୋନା ଭାଙ୍ଗିଲା ରେକର୍ଡ, ଗଞ୍ଜାମ ଜିଲ୍ଲାରେ ଆଜି ସବୁଠୁ ଅଧିକ ୩୦୮ଏବଂ ଖୋର୍ଧା ରୁ ୨୮୫, ସୁନ୍ଦରଗଡ ରେ ୬୨
ଓ ରାୟଗଡା ରେ ଆଜି ଅଧିକ ୧୬୪ କରୋନା ରୋଗୀ ଚିହ୍ନଟ ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି ।

ଏବେ ଖୋର୍ଦ୍ଧା ଓ ରାୟଗଡା ଆଡକୁ ମୁହଁ କରିଛି କରୋନା ଦିନକ ପରେ ଦିନକୁ ଓଡିଶା ରେ ବଢିଚାଲିଛି କରୋନା ରୋଗୀ ଙ୍କ ସଂଖ୍ୟା
କିନ୍ତୁ ସୂତ୍ର ରୁ ଜଣ ପଡିଛି ଯେ ୭୦ ପତିଶତ ରୋଗୀ ସୁସ୍ତ ହୋୟୀ ଘରକୁ ମଧ୍ୟ ଫେରୁଛନ୍ତି,
ଆଜି ସବୁଠୁ ଅଧିକା ୧୬୪ କରୋନା ସକରାତ୍ମକ ଗଞ୍ଜାମ ରେ ଥିବାବେଳେ ସେଇଭଳି ସବୁଠୁ ଅଧିକ ଖୋର୍ଦ୍ଧା ଜିଲ୍ଲାରେ ୨୮୫,
ଗଜପତି ରେ ୧୦୮। ଗଂଜାମ ପରେ ଏବେ ଖୋର୍ଦ୍ଧା ଓ ରାୟଗଡା ରେ ଦିନକୁ ଦିନ ବଢିଚାଲିଛି କରୋନା ରୋଗୀ ଙ୍କ ସଂଖ୍ୟା

ଗୋଟିଏ ଦିନରେ ୧୬୦୨ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହେଈଛି,
Covid-19 ର ରିପୋର୍ଟ – ୩୧ ଜୁଲାଇ ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,
ଗୋଟିଏ ଦିନରେ ୧୬୦୨ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହେଇଛନ୍ତି । ଗଂଜାମ ପରେ ଏବେ ଖୋର୍ଦ୍ଧା ଆଡକୁ ମୁହଁ କରିଛି କରୋନା

ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ : ୧୫ ଜଣ ଅଛନ୍ତି, ବାଲେସୋର : ୨୯, ବରଗଡ – ୧୩, ଭଦ୍ରକ – ୨୦, ବଲାଙ୍ଗୀର : ୩୮ , ବୌଧ : ୯, କଟକ : ୫୪, ଦେଓଗଡ : ୦ ,
ଢେଙ୍କାନାଳ : ୪୯, ଗଜପତି :୧୦୮, ସବୁ ଦିନ ପରି ଆଜି ମଧ୍ୟ ଗଞ୍ଜାମ ରେ ସବୁଠୁ ଅଧିକ ୩୦୮ କରୋନା ରୋଗୀ ଚିହ୍ନଟ, ଜଗତସିଂପୁର : ୧୯, ଯାଜପୁର :୪୪, ଝାରସୁଗୁଡା : ୭, କଳାହାଣ୍ଡି : ୩୦,
କନ୍ଧମାଳ : ୪୫, କେନ୍ଦ୍ରାପଡା : ୧୫, କେନ୍ଦୁଝର : ୩୧, ଖୋର୍ଧା : ୨୮୫, କୋରାପୁଟ : ୪୬, ମାଲକାନଗିରି : ୩୦, ମୟୂରଭଞ୍ଜ : ୩୯, ମାଲକାନଗିରି ରେ ୩୦ ଜଣ,
ମୟୁରଭଞ୍ଜ ରେ ୩୯, ନବରଙ୍ଗପୁର ରେ ୯, ନୟାଗଡ ରେ ୩୩ ଜଣ, ନୂଆପଡା : ୫, ପୁରୀ : ୫୦, ରାୟଗଡା :୧୬୪, ସମ୍ବଲପୁର :୩୯, ସୋନେପୁର: ୬, ସୁନ୍ଦରଗଡ : ୬୨,
ସମୁଦାୟ ୧୬୦୨ ଜଣ କରୋନା ରୋଗୀ ଚିହ୍ନଟ ।

ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୭୭୨, ସେହିଭଳି ସଂକଳିତ ପରୀକ୍ଷଣ: ୫୨୮୭୦୮, ଏବଂ ସକରାତ୍ମକ:୩୩୪୭୯, ପୁନରୁଦ୍ଧାର: ୨୦୫୧୭ ଏବଂ ସକ୍ରିୟ ମାମଲା ରେ ୧୨୭୩୭ ବୋଲି ଜଣ ପଡିଛି ।

ଅଧିକ ପଢନ୍ତୁ :-


ଅଗଷ୍ଟ ମାସରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରି କାଳୀନ କର୍ଫ୍ଯୁ ଆଗପରି ଏବେ ମଧ୍ୟ ଜାରି ରହିବ। ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ ଓ ରାଉରକେଲା ପୌରାଞ୍ଚଳରେ ଆଗଭଳି ଶନିବାର ଓ ରବିବାର ମଧ୍ୟ ସଟଡାଉନ୍ ରହିବ। ତେବେ ୧ ଓ ୨ ତାରିଖ ସକାଳ ୫ଟାରୁ ୧ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି ବୋଲି ଜଣ ପଡ଼ିଛ। ସ୍ବାସ୍ଥ୍ୟ ଓ ଅନ୍ୟ ଜରୁରୀକାଳୀନ ସେବାଗୁଡିକ ପାଇଁ କଟକଣା ରହିବ ନାହିଁ ବୋଲି କୁହ ଯାଇଛି ।

Image Credit – Freepik

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

fallow-Expreass-Odia-News-1
Recent Post