କୋରାପୁଟ ଓ ସମ୍ବଲପୁର ପରେ ଆଜି କଟକ ରେ ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା
ଆଜି ସମୁଦାୟ ୨୮ ଟି ଜିଲ୍ଲା ରୁ ୧୩୮୪ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୮୮୯ କ୍ୱାରେଣ୍ଟିନ୍ରେ ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୪୯୫ ଜଣ ଅଛନ୍ତି
ଖୋର୍ଦ୍ଧା ରେ ସବୁଠୁ ଅଧିକ ୨୦୧ କରୋନା ରୋଗୀ ଗୋଟି ଦିନରେ ଚିହ୍ନଟ ।
ଜାଣନ୍ତୁ ସମ୍ପୂର୍ଣ ଖବର ।
କରୋନା ଭାଙ୍ଗିଲା ରେକର୍ଡ, ସମ୍ବଲପୁର ଓ କୋରାପୁଟ ପରେ ଆଜି କଟକ ରେ ଜିଲ୍ଲାରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଚିହ୍ନଟ
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି ।
କୋରାପୁଟ ଓ ସମ୍ବଲପୁର ପରେ ଆଜି କଟକ ରେ ଦିନକୁ ଦିନ ବଢିଚାଲିଛି କରୋନା ରୋଗୀ ଙ୍କ ସଂଖ୍ୟା
ଆଜି ସବୁଠୁ ଅଧିକା ୨୮୮ କରୋନା ସକରାତ୍ମକ ଗଞ୍ଜାମ ରେ ଥିବାବେଳେ ସେଇଭଳି ସବୁଠୁ ଅଧିକ ଖୋର୍ଦ୍ଧା ଜିଲ୍ଲାରେ ୨୦୧,
କଟକ ରେ ମଧ୍ୟ ୧୨୧ ଜଣ ।
ଗୋଟିଏ ଦିନରେ ୧୩୮୪ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହେଈଛି,
Covid-19 ର ରିପୋର୍ଟ – ୩ ଅଗଷ୍ଟ ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,
ଗୋଟିଏ ଦିନରେ ୧୩୮୪ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହେଇଛନ୍ତି । ଗଂଜାମ ପରେ ଏବେ କଟକ ଆଡକୁ ମୁହଁ କରିଛି କରୋନା
ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ୧୪, ବାଲେସୋର ରେ ୩୭, ବରଗଡ ରେ ୧୦, ଭଦ୍ରକ ରେ ୪୦ , ବଲାଙ୍ଗୀର : ୫ , ବୌଧ : ୨, କଟକ : ୧୨୧, ଦେଓଗଡ : ୦ ,
ଢେଙ୍କାନାଳ : ୫୧, ଗଜପତି :୩୮, ସବୁ ଦିନ ପରି ଆଜି ମଧ୍ୟ ଗଞ୍ଜାମ ରେ ସବୁଠୁ ଅଧିକ ୨୮୮ କରୋନା ରୋଗୀ ଚିହ୍ନଟ, ଜଗତସିଂପୁର : ୨୦,
ଯାଜପୁର : ୩୯, ଝାରସୁଗୁଡା : ୩, କଳାହାଣ୍ଡି : ୪୭,
କନ୍ଧମାଳ : ୬୨, କେନ୍ଦ୍ରାପଡା : ୧୨, କେନ୍ଦୁଝର :୬୬, ଖୋର୍ଧା : ୨୦୧, କୋରାପୁଟ : ୪୯, ମାଲକାନଗିରି : ୩୪, ମୟୂରଭଞ୍ଜ : ୨୮,
ନବରଙ୍ଗପୁର – ୨, ନୟାଗଡ ରେ ୩୧ ଜଣ, ନୂଆପଡା : ୩, ପୁରୀ : ୩୪, ରାୟଗଡା :୦, ସମ୍ବଲପୁର :୮୨, ସୋନେପୁର: ୧, ସୁନ୍ଦରଗଡ : ୬୪,
ସମୁଦାୟ ୧୩୮୪ ଜଣ କରୋନା ରୋଗୀ ଚିହ୍ନଟ ।
ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୧୧୯, ସେହିଭଳି ସଂକଳିତ ପରୀକ୍ଷଣ: ୫୭୦୫୯୦, ଏବଂ ସକରାତ୍ମକ: ୩୭୬୮୧,
ପୁନରୁଦ୍ଧାର: ୨୩୦୭୩ ଏବଂ ସକ୍ରିୟ ମାମଲା ରେ ୧୪୩୫୦ ବୋଲି ଜଣ ପଡିଛି ।

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

Recent Post
- Google’s Search Spam Algorithm Updated On June 23rd
- How to Optimize Website URLs for SEO?
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଆଜି ୧୫୪୭ ଜଣ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଓଡିଶାରେ ୨୪ ଘଣ୍ଟାରେ ୧୯୩୧ ଜଣ କରୋନା ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।