ଆଜି ସମୁଦାୟ ୨୮ ଟି ଜିଲ୍ଲା ରୁ ୧୦୬୮ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୬୬୨ କ୍ୱାରେଣ୍ଟିନ୍ରେ ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୪୦୬ ଜଣ ଅଛନ୍ତି ।
ଓଡ଼ିଶାରେ ଆଜି ସୁନ୍ଦରଗଡ ରୁ ୧୧୨ କରୋନା ରୋଗୀ ଚିହ୍ନଟ, ଜଣାନ୍ତୁ ସମ୍ପୂର୍ଣ ଖବର ।
କରୋନା ଭାଙ୍ଗିଲା ରେକର୍ଡ, ଗଞ୍ଜାମ ଜିଲ୍ଲାରେ ଆଜି ସବୁଠୁ ଅଧିକ ୨୪୫ ଏବଂ ଖୋର୍ଧା ରେ ୧୯୪, ସୁନ୍ଦରଗଡ ରେ ୧୧୨
ଓ କଟକ ରେ ୬୧ କରୋନା ରୋଗୀ ଚିହ୍ନଟ ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି ।
ଓଡ଼ିଶାରେ ଆଜି ସୁନ୍ଦରଗଡ ରୁ ୧୧୨ କରୋନା ରୋଗୀ ଚିହ୍ନଟ
ଗଂଜାମ ପରେ ଏବେ ଖୋର୍ଦ୍ଧା ଆଡକୁ ମୁହଁ କରିଛି କରୋନା ଦିନକ ପରେ ଦିନକୁ ଓଡିଶା ରେ ବଢିଚାଲିଛି କରୋନା ରୋଗୀ,
ଆଜି ସବୁଠୁ ଅଧିକା ୨୪୫ କରୋନା ସକରାତ୍ମକ ଗଞ୍ଜାମ ରେ ଥିବାବେଳେ ସେଇଭଳି ସବୁଠୁ ଅଧିକ ଗଞ୍ଜାମ ଜିଲ୍ଲାରେ ୨୪୫, ଗଜପତି ରେ ୮୮,ଖୋର୍ଦ୍ଧା ୧୯୪ ଜଣ କରୋନା ସକରାତ୍ମକ । ଗୋଟିଏ ଦିନରେ ୧୦୬୮ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହେଈଛି,
Covid-19 ର ରିପୋର୍ଟ – ୨୮ ଜୁଲାଇ ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,
ଗୋଟିଏ ଦିନରେ ୧୦୬୮ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହେଇଛନ୍ତି । ଗଂଜାମ ପରେ ଏବେ ଖୋର୍ଦ୍ଧା ଆଡକୁ ମୁହଁ କରିଛି କରୋନା
ଜିଲ୍ଲା ମାନଙ୍କର ରିପୋର୍ଟ |
ଅନଗୁଳୁ : ୨୦ ଜଣ ଥିବା ବେଳେ ସେଇଭଳି ବାଲେସୋର : ୨୯ ଜଣ , ବରଗଡ ରେ ୫ ଜଣ, ଭଦ୍ରକ : ୫, ବଲାଙ୍ଗୀର : ୨୬ , ବୌଧ : ୦, କଟକ : ୬୧, ଦେଓଗଡ : ୨ ,
ଢେଙ୍କାନାଳ : ୧, ଗଜପତି :୮୮, ଗଞ୍ଜାମ : ୨୪୫, ଜଗତସିଂପୁର : ୩, ଯାଜପୁର :୧୨, ଝାରସୁଗୁଡା : ୧୨, କଳାହାଣ୍ଡି : ୧୯, କନ୍ଧମାଳ : ୧୧, କେନ୍ଦ୍ରାପଡା : ୮, କେନ୍ଦୁଝର : ୦, ଖୋର୍ଧା : ୧୯୪, କୋରାପୁଟ : ୬୬, ମାଲକାନଗିରି : ୧, ମୟୂରଭଞ୍ଜ : ୨୦, ମାଲକାନଗିରି ରେ ୧ ଜଣ, ମୟୁରଭଞ୍ଜ ରେ ୨୦, ନବରଙ୍ଗପୁର : ୨୬, ନୟାଗଡ ରେ ୨୯, ନୂଆପଡା: ୧୧, ପୁରୀ : ୧୬, ରାୟଗଡା :୨୪, ସମ୍ବଲପୁର :୨୧, ସୋନେପୁର: ୨, ସୁନ୍ଦରଗଡ : ୧୧୨,
ନୂତନ ପୁନରୁଦ୍ଧାର ହେଇଛନ୍ତି : ୬୮୭, ସେହିଭଳି ସଂକଳିତ ପରୀକ୍ଷଣ: ୪୮୭୩୧୦, ଏବଂ ସକରାତ୍ମକ: ୨୯୧୭୫, ପୁନରୁଦ୍ଧାର: ୧୮୦୬୦ , ସକ୍ରିୟ ମାମଲା: ୧୦୯୨୦

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

Recent Post
- Google’s Search Spam Algorithm Updated On June 23rd
- How to Optimize Website URLs for SEO?
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଆଜି ୧୫୪୭ ଜଣ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଓଡିଶାରେ ୨୪ ଘଣ୍ଟାରେ ୧୯୩୧ ଜଣ କରୋନା ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।