Covid-19 Report For 30 th July Morning

ଖୋର୍ଦ୍ଧା ରେ ସବୁଠୁ ଅଧିକ ୨୨୦ କରୋନା ରୋଗୀ ଗୋଟି ଦିନରେ ଚିହ୍ନଟ, ଗୋଟିଏ ଦିନରେ ୧୦୬୮ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ।

ଆଜି ସମୁଦାୟ ୨୮ ଟି ଜିଲ୍ଲା ରୁ ୧୨୦୩ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୭୫୮ କ୍ୱାରେଣ୍ଟିନ୍‌ରେ ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୪୪୫ ଜଣ ଅଛନ୍ତି
ଖୋର୍ଦ୍ଧା ରେ ସବୁଠୁ ଅଧିକ ୨୨୦ କରୋନା ରୋଗୀ ଗୋଟି ଦିନରେ ଚିହ୍ନଟ ।

ଓଡ଼ିଶାରେ ଆଜି ଖୋର୍ଦ୍ଧା ଓ ଗଂଜାମ ରୁ ଅଧିକ କରୋନା ରୋଗୀ ଚିହ୍ନଟ, ଜଣାନ୍ତୁ ସମ୍ପୂର୍ଣ ଖବର ।
କରୋନା ଭାଙ୍ଗିଲା ରେକର୍ଡ, ଗଞ୍ଜାମ ଜିଲ୍ଲାରେ ଆଜି ସବୁଠୁ ଅଧିକ ୨୫୦ ଏବଂ ଖୋର୍ଧା ରୁ ୨୨୦, ସୁନ୍ଦରଗଡ ରେ ୭୪
ଓ କଟକ ରେ ଆଜି ଅଧିକ ୯୭ କରୋନା ରୋଗୀ ଚିହ୍ନଟ ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି ।

ଏବେ ଖୋର୍ଦ୍ଧା ଆଡକୁ ମୁହଁ କରିଛି କରୋନା ଦିନକ ପରେ ଦିନକୁ ଓଡିଶା ରେ ବଢିଚାଲିଛି କରୋନା ରୋଗୀ ଙ୍କ ସଂଖ୍ୟା
କିନ୍ତୁ ସୂତ୍ର ରୁ ଜଣ ପଡିଛି ଯେ ୭୦ ପତିଶତ ରୋଗୀ ସୁସ୍ତ ହୋୟୀ ଘରକୁ ମଧ୍ୟ ଫେରୁଛନ୍ତି,
ଆଜି ସବୁଠୁ ଅଧିକା ୨୫୦ କରୋନା ସକରାତ୍ମକ ଗଞ୍ଜାମ ରେ ଥିବାବେଳେ ସେଇଭଳି ସବୁଠୁ ଅଧିକ ଗଞ୍ଜାମ ଜିଲ୍ଲାରେ ୨୫୦,
ଗଜପତି ରେ ୭୨,ଖୋର୍ଦ୍ଧା ୨୨୦ ଜଣ କରୋନା ସକରାତ୍ମକ ।
ଗୋଟିଏ ଦିନରେ ୧୨୦୩ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହେଈଛି,
Covid-19 ର ରିପୋର୍ଟ – ୨୯ ଜୁଲାଇ ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,
ଗୋଟିଏ ଦିନରେ ୧୨୦୩ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହେଇଛନ୍ତି । ଗଂଜାମ ପରେ ଏବେ ଖୋର୍ଦ୍ଧା ଆଡକୁ ମୁହଁ କରିଛି କରୋନା

ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ : ୧୫ ଜଣ ଥିବା ବେଳେ ସେଇଭଳି ବାଲେସୋର : 20, ବରଗଡ – ୧୨, ଭଦ୍ରକ ରେ ୧୨, ବଲାଙ୍ଗୀର : ୬ , ବୌଧ : ୩, କଟକ : ୯୭, ଦେଓଗଡ : ୮ ,
ଢେଙ୍କାନାଳ : ୩, ଗଜପତି :୭୨, ସବୁ ଦିନ ପରି ଆଜି ମଧ୍ୟ ଗଞ୍ଜାମ ରେ ସବୁଠୁ ଅଧିକ ୨୫୦, ଜଗତସିଂପୁର : ୮, ଯାଜପୁର :୪୬, ଝାରସୁଗୁଡା : ୦, କଳାହାଣ୍ଡି : ୪,
କନ୍ଧମାଳ : ୧୪, କେନ୍ଦ୍ରାପଡା : ୧୪, କେନ୍ଦୁଝର : ୧୧, ଖୋର୍ଧା : ୨୨୦, କୋରାପୁଟ : ୬୬, ମାଲକାନଗିରି : ୬୫, ମୟୂରଭଞ୍ଜ : ୧୬, ମାଲକାନଗିରି ରେ ୬୫ ଜଣ,
ମୟୁରଭଞ୍ଜ ରେ ୧୬, ନବରଙ୍ଗପୁର : ୪, ନୟାଗଡ – ୨୪ , ନୂଆପଡା: ୦, ପୁରୀ : ୯, ରାୟଗଡା :୪୫, ସମ୍ବଲପୁର :୪୦, ସୋନେପୁର: ୪, ସୁନ୍ଦରଗଡ : ୭୪ ।

ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୮୭୮, ସେହିଭଳି ସଂକଳିତ ପରୀକ୍ଷଣ: ୫୦୦୨୩୮, ଏବଂ ସକରାତ୍ମକ:୩୦୩୭୮, ପୁନରୁଦ୍ଧାର: ୧୮୯୩୮ ଏବଂ ସକ୍ରିୟ ମାମଲା ରେ ୧୧୨୩୫ ବୋଲି ଜଣ ପଡିଛି ।

ଅଧିକ ପଢନ୍ତୁ :-


ଚଳିତ ବର୍ଷ ର ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବାର୍ଷିକ ଦଶମ ଶ୍ରେଣୀ ର ପରୀକ୍ଷା ଫଳ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ପ୍ରକାଶିତ ହୋଇସାରିଛି।
ଓଡ଼ିଶାରେ ୫ ଲକ୍ଷ ୩୪ ହଜାର ୮୪୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୨୧ ହଜାର ୨୫୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ବୋଲି ଜଣା ପଡିଛି । ଏହି ବର୍ଷ ପାସ୍ ହାର ବହୁତ ଭଲ ଅଛି ଏବଂ ଏହା ୭୮.୭୬ ପ୍ରତିଶତ ମଧ୍ୟ ରହିଛି।

Covid-19 Report For 30 th July Morning
Image Credit – Freepik

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

fallow-Expreass-Odia-News-1
Recent Post