covid odisha new 3

ରାଜ୍ୟରେ ଆଜି ସବୁଦିନଠୁ ଅଧିକ କରୋନା ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଠିକ ହୋଇ ଘରକୁ ଫେରିଲେ। ପଢନ୍ତୁ ସମ୍ପୂର୍ଣ ଖବର ।

ରାଜ୍ୟରେ ଆଜି ସବୁଦିନଠୁ ଅଧିକ କରୋନା ରୋଗୀ ଚିହ୍ନଟ। ଆଜି ବହୁତ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ।

ରାଜ୍ୟରେ ଆଜି ସବୁଦିନଠୁ ଅଧିକ କରୋନା ରୋଗୀ ଚିହ୍ନଟ। ରାଜ୍ୟ ରେ ଆଜି ୪୨୭୦ ଜଣ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ। ଆଜି ସବୁଠୁ ଅଧିକ ବଲାଙ୍ଗୀର, ଅନଗୁଳୁ, ବାଲେଶ୍ୱର, ପୁରୀ, ଯାଜପୁର, କଟକ, ଖୋର୍ଦ୍ଧା ଓ ଜଗତସିଂପୁର ଜିଲାରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୧ ଟି ଜିଲ୍ଲା ରୁ ୪୨୭୦ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୧୪୭୮ କ୍ୱାରେଣ୍ଟିନ୍‌ରେ
ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୧୭୯୨ ଜଣ ଅଛନ୍ତି

ସବୁଠୁ ଅଧିକ ଖୋର୍ଦ୍ଧା ଜିଲାରେ ଗୋଟିଏ ଦିନରେ ୮୭୬ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି
ଗୋଟିଏ ଦିନରେ ୪୨୭୦ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି,

Covid-19 ର ରିପୋର୍ଟ – ୧୫ ସେପ୍ଟେମ୍ବର ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,

ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୧୪୭, ବାଲେସୋର ୧୫୦ ଜଣ, ବରଗଡ ୧୮୩, ଭଦ୍ରକ ରେ ୫୫, ବଲାଙ୍ଗୀର ୯୭ ଜଣ, ବୌଧ : ୨୨, କଟକ : ୩୭୪, ଦେଓଗଡ : ୧୮,
ଢେଙ୍କାନାଳ : ୬୩, ଗଜପତି : ୫୮, ଗଞ୍ଜାମ ରେ ୬୮, ଜଗତସିଂପୁର ରେ ୧୮୮,
ଯାଜପୁର ରେ ୧୬୨, ସେହିଭଳି ଝାରସୁଗୁଡା ରେ ୧୨୧, କଳାହାଣ୍ଡି ରେ ୪୪ ଜଣ,
କନ୍ଧମାଳ ରେ ୭୩, କେନ୍ଦ୍ରାପଡା ରେ ୯୯, କେନ୍ଦୁଝର ରେ ୮୭, ଖୋର୍ଧା : ୮୭୬, କୋରାପୁଟ : ୮୩, ମାଲକାନଗିରି : ୬୪, ମୟୂରଭଞ୍ଜ : ୧୩୧,
ନବରଙ୍ଗପୁର ରେ ୮୬, ନୟାଗଡ ରେ ୪୭ ଜଣ, ନୂଆପଡା : ୧୧୯, ପୁରୀ : ୨୮୭, ରାୟଗଡା : ୮୦, ସମ୍ବଲପୁର : ୧୧୪, ସୋନେପୁର: ୭୪, ସୁନ୍ଦରଗଡ ରେ ୩୮,
ଓ ଷ୍ଟେଟ ପୂଲ ୨୬୨ ଜଣ କରୋନା ରୋଗୀ ଚିହ୍ନଟ ।

ସମୁଦାୟ ୪୨୭୦ ଜଣ କରୋନା ରୋଗୀ ଚିହ୍ନଟ ।
ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୩୭୧୪ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୨୫୬୭୭୭୭, ଏବଂ ସକରାତ୍ମକ: ୧୬୨୯୨୦,
ପୁନରୁଦ୍ଧାର: ୧୨୫୭୩୮ ଏବଂ ସକ୍ରିୟ ମାମଲା ରେ ୩୬୪୭୩
ବୋଲି ଜଣା ପଡିଛି ।

ପବିତ୍ର ବିଶ୍ବକର୍ମା ପୂଜା ଉପଲକ୍ଷେ ସମସ୍ତ ଦେଶବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛୁ |

covid odisha new 3
Image Credit – Freepik

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

fallow-Expreass-Odia-News-1
Recent Post