ସୁନ୍ଦରଗଡ ଓ ସମ୍ବଲପୁର ରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୨୯ ଟି ଜିଲ୍ଲା ରୁ ୧୬୯୯ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୧୦୭୩ କ୍ୱାରେଣ୍ଟିନ୍ରେ ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୬୨୬ ଜଣ ଅଛନ୍ତି
ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଚିହ୍ନଟ
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି ।
ସୁନ୍ଦରଗଡ ଓ ସମ୍ବଲପୁର ରେ ଦିନକୁ ଦିନ ବଢିଚାଲିଛି କରୋନା ରୋଗୀ ଙ୍କ ସଂଖ୍ୟା
ଆଜି ସବୁଠୁ ଅଧିକା ୨୬୮ କରୋନା ସକରାତ୍ମକ ଗଞ୍ଜାମ ରେ ଥିବାବେଳେ ସେଇଭଳି ସବୁଠୁ ଅଧିକ ଖୋର୍ଦ୍ଧା ଜିଲ୍ଲାରେ ୨୨୦,
କଟକ ରେ ମଧ୍ୟ ୧୦୫ ଜଣ ।
ଗୋଟିଏ ଦିନରେ ୧୬୯୯ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହେଈଛି,
Covid-19 ର ରିପୋର୍ଟ – ୫ ଅଗଷ୍ଟ ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,
ଗୋଟିଏ ଦିନରେ ୧୬୯୯ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହେଇଛନ୍ତି । ଗଂଜାମ ପରେ ଏବେ କଟକ ଆଡକୁ ମୁହଁ କରିଛି କରୋନା
ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ୧୭, ବାଲେସୋର ରେ ୧୭, ବରଗଡ ରେ ୮୧, ଭଦ୍ରକ – ୮୧ , ବଲାଙ୍ଗୀର ରେ ୨୧ ଜଣ, ବୌଧ : ୮, କଟକ : ୧୦୫, ଦେଓଗଡ : ୦ ,
ଢେଙ୍କାନାଳ : ୨୭, ଗଜପତି :୫୯, ଗଞ୍ଜାମ ରେ ସବୁଠୁ ଅଧିକ ୨୬୮ କରୋନା ରୋଗୀ ଚିହ୍ନଟ, ଜଗତସିଂପୁର : ୧୬,
ଯାଜପୁର : ୪୧, ଝାରସୁଗୁଡା : ୧୦, କଳାହାଣ୍ଡି : ୩୦,
କନ୍ଧମାଳ : ୭୪, କେନ୍ଦ୍ରାପଡା : ୨୭, କେନ୍ଦୁଝର :୫୬, ଖୋର୍ଧା : ୨୨୦, କୋରାପୁଟ : ୪୧, ମାଲକାନଗିରି : ୭୨, ମୟୂରଭଞ୍ଜ : ୨୪,
ନବରଙ୍ଗପୁର ରେ ୧୬, ନୟାଗଡ ରେ ୨୫ ଜଣ, ନୂଆପଡା : ୩, ପୁରୀ : ୬୭, ରାୟଗଡା :୧୯, ସମ୍ବଲପୁର :୧୦୧, ସୋନେପୁର: ୧୦, ସୁନ୍ଦରଗଡ : ୧୭୮,
ସମୁଦାୟ ୧୬୯୯ ଜଣ କରୋନା ରୋଗୀ ଚିହ୍ନଟ ।
ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୧୨୫୫, ସେହିଭଳି ସଂକଳିତ ପରୀକ୍ଷଣ: ୬୦୦୫୯୧, ଏବଂ ସକରାତ୍ମକ: ୪୦୭୧୭,
ପୁନରୁଦ୍ଧାର: ୨୫୭୩୭ ଏବଂ ସକ୍ରିୟ ମାମଲା ରେ ୧୪୭୦୦ ବୋଲି ଜଣା ପଡିଛି ।
ମୁଖ୍ୟ ଖବର ଜାଣନ୍ତୁ –
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁର ରେ ଥିବା ଏମକେସିଜି ମେଡିକାଲ୍ କଲେଜ ଏବଂ ବୁର୍ଲା ରେ ଥିବା ଭିମସାର୍ ମେଡିକାଲ୍ କଲେଜରେ ପ୍ଲାଜମା ବ୍ୟାଙ୍କ୍ ଉଦଘାଟନ କରିଛନ୍ତି। ଏହାକୁ ମିଶାଇ ଓଡିଶାରେ ସମୁଦାୟ ୫ଟି ପ୍ଲାଜମା ବ୍ୟାଙ୍କ୍ ସ୍ଥାପିତ ହୋଇଛିସାରିଛି ।
କୋଭିଡ୍ ଯୋଦ୍ଧାମାନଙ୍କ ମହାନ ତ୍ୟାଗକୁ ସମ୍ମାନ ଜଣାଇ ତଥା କୋଭିଡ୍ ନିୟମର କଡ଼ାକଡ଼ି ପାଳନ ପାଇଁ କଲି ସନ୍ଧ୍ୟା ୬ଟା ସମୟରେ ନୀରବ ପ୍ରାର୍ଥନା ସହ ଶପଥ ଗ୍ରହଣ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଉପସ୍ତିତି ରେ ହୋଇସାରିଛି, ଆସନ୍ତୁ କୋଭିଡ୍ ଯୋଦ୍ଧାଙ୍କୁ ପୁରା ସହଯୋଗ ଓ ସମ୍ମାନ ଦେବାପାଇଁ ଶପଥ ଗ୍ରହଣ ନେଇ ସାରିଛନ୍ତି କୋଭିଡ୍ ଯୋଦ୍ଧା ମାନେ ।

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

Recent Post
- Google’s Search Spam Algorithm Updated On June 23rd
- How to Optimize Website URLs for SEO?
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଆଜି ୧୫୪୭ ଜଣ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଓଡିଶାରେ ୨୪ ଘଣ୍ଟାରେ ୧୯୩୧ ଜଣ କରୋନା ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।