ବିନା ଫିଙ୍ଗର ପ୍ରିଣ୍ଟ ରେ ଏବେ ମିଳିବ ରାସନ ସାମଗ୍ରୀ, ପଢନ୍ତୁ ସମ୍ପୂର୍ଣ ଖବର ।

ବିନା ଫିଙ୍ଗର ପ୍ରିଣ୍ଟ ରେ ଏବେ ମିଳିବ ରାସନ ସାମଗ୍ରୀ, ପଢନ୍ତୁ ସମ୍ପୂର୍ଣ ଖବର ।

ହିତାଧିକାରୀ ରାସନ ସାମଗ୍ରୀ ନେବା ବେଳେ ଫିଙ୍ଗର ପ୍ରିଣ୍ଟ ମନା । କରୋନା କୁ ଦୃଷ୍ଟିରେ ରଖି ଫିଙ୍ଗର ପ୍ରିଣ୍ଟ ନଦେବାକୁ କୁହାଗଲା । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଆବଶ୍ୟକ ନାହିଁ ଫିଙ୍ଗର ପ୍ରିଣ୍ଟ । ଫିଙ୍ଗର ପ୍ରିଣ୍ଟ ସ୍କାନର ଓ ଆଇଆରଆଇଏସ ମେସିନ ବନ୍ଦ ହେଲା ।

ବିନା ଫିଙ୍ଗର ପ୍ରିଣ୍ଟ ରେ ଏବେ ମିଳିବ ରାସନ ସାମଗ୍ରୀ ।
ହିତାଧିକାରୀ ରାସନ ସାମଗ୍ରୀ ନେବା ବେଳେ ଫିଙ୍ଗର ପ୍ରିଣ୍ଟ ନଦେଲେ ମଧ୍ୟ ଚଳିବ, ଏହି ମହାମାରି କରୋନା କୁ ଦୃଷ୍ଟିରେ ରଖି ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ ଶ୍ରୀ ରାଣେନ୍ଦ୍ର ପ୍ରତାପ ସ୍ୱାଇଁ ଏକ ଟ୍ୱିଟ୍ କରି ସୂଚନା ସାରା ଦେଶ ବାସୀଙ୍କୁ ଦେଲେ ।

ବିନା ଫିଙ୍ଗର ପ୍ରିଣ୍ଟ ରେ ଏବେ ମିଳିବ ରାସନ ସାମଗ୍ରୀ, ପଢନ୍ତୁ ସମ୍ପୂର୍ଣ ଖବର 1

ଫେବୃଆରୀ, ୨୦୧୭ ରେ, କେନ୍ଦ୍ର ସରକାର ଆଧାର ବଣ୍ଟନ ଯାଞ୍ଚର ବାୟୋମେଟ୍ରିକ୍ ମୋଡ୍ ହିତାଧିକାରୀଙ୍କ ପାଇଁ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା ରାସନ ପାଇବା ବାଧ୍ୟତାମୂଳକ କରିଥିଲେ।
ସାଂପ୍ରତିକ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ମାରାତ୍ମକ ଜୀବାଣୁ ବିସ୍ତାରକୁ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଅଧିକ ଜାଣନ୍ତୁ :-
କରୋନା ମହାମାରୀ ସାରା ଦେଶରେ ଦିନକୁ ଦିନ ବ୍ୟାପି ବାରେ ଲାଗିଛି, ଯାହା ଆଜି ସମଗ୍ର ୨୫ ଟି ଜିଲ୍ଲା ରେ ୫୯୧ ଚିହ୍ନଟ କରୋନା ରୋଗୀଙ୍କ ମଧ୍ୟରୁ ୩୯୪ କ୍ୱାରେଣ୍ଟିନ୍‌ରେ ଥିବାବେଳେ ସ୍ଥାନୀୟ ମାମଲା ୧୯୭ ଅଛନ୍ତି। ଗଞ୍ଜାମ ଜିଲ୍ଲାରେ ସବୁଠୁ ଅଧିକ ୧୮୨ କରୋନା ରୋଗୀ ଚିହ୍ନଟ ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି ଏବଂ ନୂତନ ପୁନରୁଦ୍ଧାର: ୪୫୩, ସଂକଳିତ ପରୀକ୍ଷଣ: ୩୭୭୮୯୩, ସକରାତ୍ମକ: ୧୬୭୦୧, ପୁନରୁଦ୍ଧାର:୧୧୩୩୦, ସକ୍ରିୟ ମାମଲା: ୫୨୫୯ ବୋଲି ଜଣାଇଛନ୍ତି ।

ବିନା ଫିଙ୍ଗର ପ୍ରିଣ୍ଟ ରେ ଏବେ ମିଳିବ ରାସନ ସାମଗ୍ରୀ, ପଢନ୍ତୁ ସମ୍ପୂର୍ଣ ଖବର ।

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ, କରୋନାଠୁ ଦୂରରେ ରୁହନ୍ତୁ। ଦିନକ ପରେ ଦିନକୁ ଓଡିଶା ରେ ବଢିଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା,

Recent Post