13 Aug 2020 1

କନ୍ଧମାଳ ଜିଲାରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୧୯୮୧ ଚିହ୍ନଟ କରୋନା ରୋଗୀ ଚିହ୍ନଟ,

ବାଲେଶ୍ୱର ଓ ମୟୁରଭଞ୍ଜ ଜିଲା ରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ଆଜି ସବୁଠୁ ଅଧିକ ଖୋର୍ଦ୍ଧା ରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୦ ଟି ଜିଲ୍ଲା ରୁ ୧୯୮୧ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୧୨୨୫ କ୍ୱାରେଣ୍ଟିନ୍‌ରେ ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ 756
ଜଣ ଅଛନ୍ତି

କନ୍ଧମାଳ ଜିଲାରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ଆଜି ସବୁଠୁ ଅଧିକ ଖୋର୍ଦ୍ଧା ଓ ଖୋର୍ଦ୍ଧା ରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି
କନ୍ଧମାଳ ଜିଲାରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,

ଆଜି ସବୁଠୁ ଅଧିକା ୨୭୪ କରୋନା ସକରାତ୍ମକ ଖୋର୍ଦ୍ଧା ରେ ଥିବାବେଳେ ସେଇଭଳି ସବୁଠୁ ଅଧିକ ଗଂଜାମ ଜିଲ୍ଲାରେ ୨୬୭,
ସୁନ୍ଦରଗଡ଼ ରେ ମଧ୍ୟ ୧୪୫ ଜଣ । ବାଲେଶ୍ୱର ଓ ମୟୁରଭଞ୍ଜ ଜିଲା ରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,

ଗୋଟିଏ ଦିନରେ ୧୯୮୧ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି,
Covid-19 ର ରିପୋର୍ଟ – ୧୨ ଅଗଷ୍ଟ ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,
ଗୋଟିଏ ଦିନରେ ୧୯୮୧ କରୋନା ରୋଗୀ ଓଡ଼ିଶାରେ ଚିହ୍ନଟ ହେଇଛନ୍ତି । ସୁନ୍ଦରଗଡ ରେ ସବୁଠୁ ଅଧିକ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ

ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୬, ବାଲେସୋର ରେ ୫୯ ଜଣ, ବରଗଡ ରେ ୨୭, ଭଦ୍ରକ – ୬୫, ବଲାଙ୍ଗୀର ରେ ୨୭ ଜଣ, ବୌଧ : ୨୨, କଟକ : ୧୩୧, ଦେଓଗଡ : ୧୬,
ଢେଙ୍କାନାଳ : ୩୯, ଗଜପତି : ୮, ଗଞ୍ଜାମ ରେ ୨୬୭, ଜଗତସିଂପୁର ରେ ୪୨,
ଯାଜପୁର ରେ ୬୦, ସେହିଭଳି ଝାରସୁଗୁଡା ରେ ୮, କଳାହାଣ୍ଡି ରେ ୩୯ ଜଣ,
କନ୍ଧମାଳ ରେ ୧୭୯, କେନ୍ଦ୍ରାପଡା ରେ ୨୯, କେନ୍ଦୁଝର ରେ ୨୩, ଖୋର୍ଧା : ୨୭୪, କୋରାପୁଟ : ୯୭, ମାଲକାନଗିରି : ୬୪, ମୟୂରଭଞ୍ଜ : ୩୭,
ନବରଙ୍ଗପୁର ରେ ୧୮, ନୟାଗଡ ରେ ୫୬ ଜଣ, ନୂଆପଡା : ୧୬, ପୁରୀ : ୭୭, ରାୟଗଡା : ୫୫, ସମ୍ବଲପୁର : ୩୮, ସୋନେପୁର: ୫୭, ସୁନ୍ଦରଗଡ ରେ ୧୪୫,
ସମୁଦାୟ ୧୮୭୬ ଜଣ କରୋନା ରୋଗୀ ଚିହ୍ନଟ ।

ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୧୬୭୩ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୭୬୫୦୬୫, ଏବଂ ସକରାତ୍ମକ: ୫୨୬୫୩,
ପୁନରୁଦ୍ଧାର: ୩୬୪୭୮ ଏବଂ ସକ୍ରିୟ ମାମଲା ରେ ୧୫୮୦୮ ବୋଲି ଜଣା ପଡିଛି ।

ମୁଖ୍ୟ ଖବର :

ଏହି କୋଭିଡ୍ ମୁକାବିଲା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଗତକାଲି ସମୀକ୍ଷା କରିବା ସହ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରିଛନ୍ତି। ଓଡ଼ିଶାରେ ପ୍ଲାଜମା ଦାନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆସନ୍ତା ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଅବସରରେ ଜିଲ୍ଲାସ୍ତରରେ ପ୍ଲାଜ୍‌ମା ଦାତାମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି କହିଛନ୍ତି ।

ତିନୋଟି ସରକାରୀ ମେଡିକାଲ କଲେଜରେ ଅତିରିକ୍ତ RT-PCR Machine ସ୍ଥାପନ କରାଯିବ ଓ ରାଜ୍ୟରେ ଲ୍ୟାବ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ। ସବ୍-ଡିଭିଜନ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରସ୍ତରରେ ଟେଷ୍ଟିଂ ସୁବିଧା ପ୍ରଦାନ ମଧ୍ୟ କରାଯିବ। ଲୋକମାନେ ଯେପରି ସହଜରେ ସ୍ବେଚ୍ଛାରେ ଟେଷ୍ଟିଂ ପାଇଁ ଆଗଭର ହେବ ସେଥିପାଇଁ ପଞ୍ଚାୟତସ୍ରରରେ ସଚେତନତା ଅଭିଯାନ ବହୁତ ଜଲ୍ଦି ଆରମ୍ଭ କରାଯିବ।

13 Aug 2020 1
Image Credit – Freepik

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

fallow-Expreass-Odia-News-1
Recent Post