Covid-19-Report-For-23-th-July-Express-Odia-News-2-1

ଆଜି ଓଡ଼ିଶାରେ ୬୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧୪୩୯୨ କୁ ବୃଦ୍ଧି ପାଇଲା, ପଢନ୍ତୁ ସମ୍ପୂର୍ଣ ଖବର ।

Covid-19 Update Odisha : ଆଜି କରୋନାରୁ ମୁକ୍ତ ହେଲେ ୬୪୩ ଜଣ ।
ଏହାକୁ ମିଶାଇ ଆଜିପର୍ଯ୍ୟନ୍ତ ୧୪୩୯୨ ଜଣ କରୋନା ଆକ୍ରାନ୍ତ ରୁ ମୁକ୍ତ ହେଇଛନ୍ତି ।
ଏହା ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ ମାଧ୍ୟମରେ ଜଣେୟୀଛନ୍ତି ।

ଆଜି ଓଡ଼ିଶାରେ ୬୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେ,
ଆଜି କରୋନାରୁ ମୁକ୍ତ ହେଲେ ୬୪୩ ଜଣ । ଏହାକୁ ମିଶାଇ ଆଜିପର୍ଯ୍ୟନ୍ତ ୧୪୩୯୨ ଜଣ କରୋନା ଆକ୍ରାନ୍ତ ରୁ ମୁକ୍ତ ହେଇଛନ୍ତି ।
ଏହା ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ ମାଧ୍ୟମରେ ଜଣେୟୀଛନ୍ତି ।

Covid-19 Update Odisha : ଜୁଲାଇ ୨୩, ୨୦୨୦
ସମୁଦାୟ ୨୦ ଟି ଜିଲ୍ଲାରୁ ୬୪୩ ଜଣ, ତଳେ ସମ୍ପୂର୍ଣ ଖବର ଦିଆଯାଇଛି
୪୪ – ଖୋର୍ଦ୍ଧା, ୪୦୭ – ଗଂଜାମ, ୩୧ – ବାଲେଶ୍ୱର, ୨୮ – ମୟୁରଭଞ୍ଜ, ୦ – ମାଲକାନଗିରି, ୨୭ – କଟକ, ୧୫ – ଜଗତସିଂହପୁର, ୧୪ – ବରଗଡ
୧୪ – କନ୍ଧମାଳ, ୧୧ – ଢେ଼ଙ୍କାନାଳ, ୧୧ – କେନ୍ଦୁଝର, ୮ – ଭଦ୍ରକ, 6 – ଗଜପତି, ୫ – ଝାରସୁଗୁଡା,୫ – ବଲାଙ୍ଗୀର, ୪ – ଯାଜପୁର, ୪ – ସୁନ୍ଦରଗଡ଼, ୩ – କେନ୍ଦ୍ରାପଡା, ୩ – କୋରାପୁଟ, ୨ – ସମ୍ବଲପୁର, ୧ – ଅନୁଗୁଳ,

ଆଜି ଓଡ଼ିଶାରେ ୬୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେ,ଏହାକୁ ମିଶାଇ ଆଜିପର୍ଯ୍ୟନ୍ତ ୧୪୩୯୨ ଜଣ କରୋନା ଆକ୍ରାନ୍ତ ରୁ ମୁକ୍ତ ହେଇଛନ୍ତି ।

ଜଣାନ୍ତୁ ଅଧୀକ ଖବର

କୋଭିଡ-୧୯ ମହାମାରୀ ବିଷୟରେ ଘରକୁ ଘର ବୁଲି ସମସ୍ତଙ୍କୁ ସଚେତନତାକୁ ବ୍ୟାପକ କରି ଏହାର ପ୍ରତିରୋଧ ପାଇଁ ପୁରୀ ଜିଲ୍ଲା ର ଗୋପ ବ୍ଲକର
ଆଶାକର୍ମୀ ସାବିତ୍ରୀ ପରିଡ଼ାଙ୍କ କାର୍ଯ୍ୟ ପ୍ରଶଂସନୀୟ ହେଇଛି, ବିପଦ ରେ ଥିବା ଗୋଷ୍ଠୀଙ୍କ ସ୍ୱତନ୍ତ୍ର ଯତ୍ନ ନେବା ସହ ବିଭିନ୍ନ କାର୍ଯ୍ୟରେ ତାଙ୍କ ଉତ୍ସର୍ଗୀକୃତ ଯୋଗଦାନ ସମସ୍ତଙ୍କ ପାଇଁ ଉଦାହରଣ ହେଇଛି ।

ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ଦଳ, କାଲାହାଣ୍ଡି ଜିଲ୍ଲାର ବିଭିନ୍ନ ଶିଶୁ ଯତ୍ନ ପ୍ରତିଷ୍ଠାନ ଏବଂ ଅନାଥ ଆଶ୍ରମ ପରିଦର୍ଶନ କରି ମାନସିକ ସ୍ତରରେ ପରାମର୍ଶ ଦେଇଥିଲେ।
ଏହି ସଙ୍ଗଠନ ପିଲାମାନଙ୍କୁ ହାତ ସ୍ୱଚ୍ଛତା କେମିତି ରଖିବେ, ନିୟମିତ ହାତ ଧୋଇବା ମୁହଁ ରେ ମାସ୍କ ପିନ୍ଧିବା ଏବଂ ବ୍ୟକ୍ତିଗତ ସ୍ୱଚ୍ଛତା ଉପରେ ମଧ୍ୟ ପିଲା ମାନଙ୍କୁ ପରାମର୍ଶ ଦେଇଥିଲେ।

କରୋନା ମହାମାରୀ ର ମୁକାବିଲା ପରିପ୍ରେକ୍ଷୀରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀମାନଙ୍କୁ ଜୁଲାଇରୁ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ୫ ମାସ ପାଇଁ ମୁଣ୍ଡପିଛା ୫ କିଗ୍ରା ଚାଉଳ ଓ ପରିବାର ପିଛା ୧ କିଗ୍ରା ଡାଲି ମାଗଣାରେ ଯୋଗାଇ ଦିଆଯିବ ବୋଲି ଜଣା ପଡିଛି । ଏହାଦ୍ବାରା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧାରୁ ବାଦ ପଡିଥିବା ହିତାଧିକାରୀମାନେ ଉପକୃତ ହେବେ ବୋଲି ଆଜି ଏକ ବିବୃତି ରେ ଜଣା ପଡିଛି ।

Image Credit – IPR_Odisha
Covid-19-Report-For-23-th-July-Express-Odia-News-2-1
Image Credit – Freepik

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ, କରୋନାଠୁ ଦୂରରେ ରୁହନ୍ତୁ। ଦିନକ ପରେ ଦିନକୁ ଓଡିଶା ରେ ବଢିଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା,

fallow-Expreass-Odia-News-1
Recent Post