ଓଡ଼ିଶାରେ ଟପିଲା ୧୪ ହଜାର କରୋନା ଆକ୍ରାନ୍ତ ସଂଖ୍ୟା

ଓଡ଼ିଶାରେ ଟପିଲା ୧୪ ହଜାର କରୋନା ଆକ୍ରାନ୍ତ ସଂଖ୍ୟା , ପଢନ୍ତୁ ସମ୍ପୂର୍ଣ ଖବର ।

ଆଜି ସମଗ୍ର ୨୩ ଟି ଜିଲ୍ଲା ରେ ୫୪୩ ଚିହ୍ନଟ କରୋନା ରୋଗୀଙ୍କ ମଧ୍ୟରୁ ୩୫୪ କ୍ୱାରେଣ୍ଟିନ୍‌ରେ ଥିବାବେଳେ ସ୍ଥାନୀୟ ମାମଲା ୧୮୯ ଅଛନ୍ତି। ଗଞ୍ଜାମ ଜିଲ୍ଲାରେ ସବୁଠୁ ଅଧିକ ୧୮୮ କରୋନା ରୋଗୀ ଚିହ୍ନଟ ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି ।

ଓଡ଼ିଶାରେ ଟପିଲା ୧୪ ହଜାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ସବୁଠୁ ଅଧିକା ୧୮୮ କରୋନା ସକରାତ୍ମକ ଗଞ୍ଜାମ ରେ ।ଓଡ଼ିଶାରେ ଟପିଲା ୧୪ ହଜାର
କରୋନା ସକରାତ୍ମକ ଓଡିଶା ରେ ୫୪୩ ନୂଆ କରୋନା ପଜିଟିଭ୍ :
ନୂତନ ସକରାତ୍ମକ ମାମଲା : ୫୪୩
କ୍ୱାରାଣ୍ଟିନରେ : ୩୫୪
ଲୋକାଲ କେସ : ୧୮୯

Covid-19 ର ରିପୋର୍ଟ -୧୩ ଜୁଲାଇ ୨୦୨୦
( ଲୋକାଲ କେସ ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି )
ଓଡିଶା ରେ ୫୪୩ ନୂଆ କରୋନା ପଜିଟିଭ୍,ଓଡ଼ିଶାରେ ଟପିଲା ୧୪ ହଜାର କରୋନା ଆକ୍ରାନ୍ତ ସଂଖ୍ୟା ,

ଜିଲ୍ଲା ମାନଙ୍କର ରିପୋର୍ଟ |
ଅନଗୁଳୁ : ୧, ବାଲେସୋର : ୮, ବରଗଡ : ୩, ଭଦ୍ରକ : ୧, ବଲାଙ୍ଗୀର : ୫, କଟକ : ୩୯, ଢ଼େଙ୍କାନାଳ : ୨, ଗଜପତି : ୨୯, ଗଞ୍ଜାମ : ୧୮୮, ଜଗତସିଂପୁର : ୧୫, ଯାଜପୁର : ୧, କଳାହାଣ୍ଡି : ୦, କନ୍ଧମାଳ : ୦, କେନ୍ଦ୍ରାପଡା : ୧୦, କେନ୍ଦୁଝର : ୨୨, ଖୋର୍ଧା : ୮୭, କୋରାପୁଟ : ୦, ମୟୂରଭଞ୍ଜ : ୨୨, ନବରଙ୍ଗପୁର : ୦, ନୟାଗଡ଼ : ୧, ପୁରୀ : ୭, ରାୟଗଡା : ୨୪
ସମ୍ବଲପୁର : ୨, ସୁନ୍ଦରଗଡ : ୫୨, ବୌଧ : ୭, ଝାରସୁଗୁଡା : ୬, ମାଲକାନଗିରି : ୧୧, ଦେଓଗଡ : ୦, ନୂଆପଡା : ୦

ନୂତନ ପୁନରୁଦ୍ଧାର: ୫୦୫, ସଂକଳିତ ପରୀକ୍ଷଣ: ୩୪୭୨୨୬, ସକରାତ୍ମକ: ୧୪୨୮୦, ପୁନରୁଦ୍ଧାର: ୯୨୫୫, ସକ୍ରିୟ ମାମଲା: ୪୯୨୯

ଆଜି ଶ୍ରୀ ନବୀନ ପଟନାୟକ ଟ୍ୱଇଟ ମାଧ୍ୟମରେ ଦେଶ ବାସୀଙ୍କୁ ସୂଚନା ଡେୟାଇଛନ୍ତି ” ସର୍ବସାଧାରଣ ସ୍ଥାନରେ ମାସ୍କ ବ୍ୟବହାର କରୋନା ସଂକ୍ରମଣ ସମ୍ଭାବନା ହ୍ରାସ କରିଥାଏ। COVID19 ରୁ ସୁରକ୍ଷିତ ରହିବା ପାଇଁ ନିମ୍ନ ପ୍ରଦତ୍ତ ଉପାୟ ଅନୁପାଳନ କରି ସଠିକ ଭାବେ ମାସ୍କ ପରିଧାନ କରନ୍ତୁ। ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ।”

Image Credit – CMO_Odisha

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ, କରୋନାଠୁ ଦୂରରେ ରୁହନ୍ତୁ।

ଓଡିଶାରେ ବଢିଚାଲିଛି କରୋନା, ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ

ଓଡ଼ିଶାରେ ଟପିଲା ୧୪ ହଜାର କରୋନା ଆକ୍ରାନ୍ତ ସଂଖ୍ୟା
image courtesy: freepik
fallow-Express-Odia-News-1

Recent Post