ଦିନକ ପରେ ଦିନକୁ ଓଡିଶା ରେ ବଢିଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା

ଦିନକ ପରେ ଦିନକୁ ଓଡିଶା ରେ ବଢିଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା, ଜାଣନ୍ତୁ କେଉଁ ଜିଲା ରେ କେତେ ଆକ୍ରାନ୍ତ ।

ଆଜି ସମଗ୍ର ୨୨ ଟି ଜିଲ୍ଲା ରେ ୬୧୮ ଚିହ୍ନଟ କରୋନା ରୋଗୀଙ୍କ ମଧ୍ୟରୁ ୪୧୧ କ୍ୱାରେଣ୍ଟିନ୍‌ରେ ଥିବାବେଳେ ସ୍ଥାନୀୟ ମାମଲା ୨୦୭ ଅଛନ୍ତି। ଗଞ୍ଜାମ ଜିଲ୍ଲାରେ ସବୁଠୁ ଅଧିକ ୨୮୬ କରୋନା ରୋଗୀ ଚିହ୍ନଟ ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି ।

ଦିନକ ପରେ ଦିନକୁ ଓଡିଶା ରେ ବଢିଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା, ଆଜି ସବୁଠୁ ଅଧିକା ୨୮୬ କରୋନା ସକରାତ୍ମକ ଗଞ୍ଜାମ ରେ । କରୋନା ସକରାତ୍ମକ ଓଡିଶା ରେ ୬୧୮ ନୂଆ କରୋନା ପଜିଟିଭ୍।

ନୂତନ ସକରାତ୍ମକ ମାମଲା : ୬୧୮, କ୍ୱାରାଣ୍ଟିନରେ : ୪୧୧, ଲୋକାଲ କେସ : ୨୦୭, Covid-19 ର ରିପୋର୍ଟ -୧୪ ଜୁଲାଇ ୨୦୨୦, ( ଲୋକାଲ କେସ ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି ) ଓଡିଶା ରେ ୬୧୮ ନୂଆ କରୋନା ପଜିଟିଭ୍, ଜିଲ୍ଲା ମାନଙ୍କର ରିପୋର୍ଟ |
ଅନଗୁଳୁ : ୧୪, ବାଲେସୋର : ୬୧, ଭଦ୍ରକ : ୧, ବଲାଙ୍ଗୀର : ୨, କଟକ : ୧୬, ଢ଼େଙ୍କାନାଳ : ୨, ଗଞ୍ଜାମ : ୨୮୬, ଜଗତସିଂପୁର : ୨୬, ଯାଜପୁର : ୫, କେନ୍ଦ୍ରାପଡା : ୯, କେନ୍ଦୁଝର : ୫, ଖୋର୍ଧା : ୧୦୭, କୋରାପୁଟ : ୧, ମୟୂରଭଞ୍ଜ : ୨୧, ନବରଙ୍ଗପୁର : ୦, ନୟାଗଡ଼ : ୧୫, ପୁରୀ : ୫, ରାୟଗଡା : ୧, ସମ୍ବଲପୁର : ୧୦, ସୁନ୍ଦରଗଡ : ୧୫, ବୌଧ : ୨, ଝାରସୁଗୁଡା : ୬, ମାଲକାନଗିରି : ୧୩, ଦେଓଗଡ : ୦, ନୂଆପଡା : ୦

ନୂତନ ପୁନରୁଦ୍ଧାର: ୬୦୯, ସଂକଳିତ ପରୀକ୍ଷଣ: ୩୫୩୮୨୪, ସକରାତ୍ମକ: ୧୪୮୯୮, ପୁନରୁଦ୍ଧାର: ୯୮୬୪, ସକ୍ରିୟ ମାମଲା: ୪୯୩୩, ଦିନକ ପରେ ଦିନକୁ ଓଡିଶା ରେ ବଢିଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା, ଆଜି ସବୁଠୁ ଅଧିକା ୨୮୬ କରୋନା ସକରାତ୍ମକ ଗଞ୍ଜାମ ରେ । କରୋନା ସକରାତ୍ମକ ଓଡିଶା ରେ ୬୧୮ ନୂଆ କରୋନା ପଜିଟିଭ୍।

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ, କରୋନାଠୁ ଦୂରରେ ରୁହନ୍ତୁ। ଦିନକ ପରେ ଦିନକୁ ଓଡିଶା ରେ ବଢିଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା,

ଦିନକ ପରେ ଦିନକୁ ଓଡିଶା ରେ ବଢିଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା
image courtesy: freepik

Recent Post