ଆଜି ସମଗ୍ର ୨୩ ଟି ଜିଲ୍ଲା ରେ ୬୧୬ ଚିହ୍ନଟ କରୋନା ରୋଗୀଙ୍କ ମଧ୍ୟରୁ ୪୧୫ କ୍ୱାରେଣ୍ଟିନ୍ରେ ଥିବାବେଳେ ସ୍ଥାନୀୟ ମାମଲା ୨୦୧ ଅଛନ୍ତି। ଗଞ୍ଜାମ ଜିଲ୍ଲାରେ ସବୁଠୁ ଅଧିକ ୨୮୩ କରୋନା ରୋଗୀ ଚିହ୍ନଟ ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି । ୧୩ ହଜାର ଟପିଲା
ଓଡ଼ିଶାରେ ୧୩ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ସବୁଠୁ ଅଧିକା ୨୩୦ କରୋନା ସକରାତ୍ମକ ଗଞ୍ଜାମ ରେ ।
କରୋନା ସକରାତ୍ମକ ଓଡିଶା ରେ ୬୧୬ ନୂଆ କରୋନା ପଜିଟିଭ୍ : ନୂତନ ସକରାତ୍ମକ ମାମଲା : ୬୧୬, କ୍ୱାରାଣ୍ଟିନରେ : ୪୧୫, ଲୋକାଲ କେସ : ୨୦୧
Covid-19 ର ରିପୋର୍ଟ -୧୨ ଜୁଲାଇ ୨୦୨୦, ( ଲୋକାଲ କେସ ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି )
ଓଡିଶା ରେ ୬୧୬ ନୂଆ କରୋନା ପଜିଟିଭ୍, ଜିଲ୍ଲା ମାନଙ୍କର ରିପୋର୍ଟ |
ଅନଗୁଳୁ : ୭, ବାଲେସୋର : ୨୭, ବରଗଡ : ୩୧, ଭଦ୍ରକ : ୨, ବଲାଙ୍ଗୀର : ୨, କଟକ : ୨୩, ଢ଼େଙ୍କାନାଳ : ୭, ଗଜପତି : ୧, ଗଞ୍ଜାମ : ୨୮୩, ଜଗତସିଂପୁର : ୧୮, ଯାଜପୁର : ୧୭, କଳାହାଣ୍ଡି : ୦, କନ୍ଧମାଳ : ୬, କେନ୍ଦ୍ରାପଡା : ୧, କେନ୍ଦୁଝର : ୨୩, ଖୋର୍ଧା : ୨୯, କୋରାପୁଟ : ୫୦
ମୟୂରଭଞ୍ଜ : ୧୩, ନବରଙ୍ଗପୁର : ୪୦, ନୟାଗଡ଼ : ୦, ପୁରୀ : ୧, ରାୟଗଡା : ୦, ସମ୍ବଲପୁର : ୦, ସୁନ୍ଦରଗଡ : ୫, ବୌଧ : ୦, ଝାରସୁଗୁଡା : ୧୧, ମାଲକାନଗିରି : ୧୪, ଦେଓଗଡ : ୦, ନୂଆପଡା : ୫
ନୂତନ ପୁନରୁଦ୍ଧାର: ୩୯୦, ସଂକଳିତ ପରୀକ୍ଷଣ: ୩୪୧୫୩୭, ସକରାତ୍ମକ: ୧୩୭୩୭, ପୁନରୁଦ୍ଧାର: ୮୭୫୦, ସକ୍ରିୟ ମାମଲା: ୪୮୯୬
ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ, କରୋନାଠୁ ଦୂରରେ ରୁହନ୍ତୁ। ଓଡିଶାରେ ବଢିଚାଲିଛି କରୋନା, ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ


Recent Post
- Google’s Search Spam Algorithm Updated On June 23rd
- How to Optimize Website URLs for SEO?
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଆଜି ୧୫୪୭ ଜଣ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଓଡିଶାରେ ୨୪ ଘଣ୍ଟାରେ ୧୯୩୧ ଜଣ କରୋନା ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।