ଆଜି ସମଗ୍ର ୨୧ ଟି ଜିଲ୍ଲା ରେ ୫୯୫ ଚିହ୍ନଟ କରୋନା ରୋଗୀଙ୍କ ମଧ୍ୟରୁ ୩୯୪ କ୍ୱାରେଣ୍ଟିନ୍ରେ ଥିବାବେଳେ ସ୍ଥାନୀୟ ମାମଲା ୨୦୧ ଅଛନ୍ତି। ଗଞ୍ଜାମ ଜିଲ୍ଲାରେ ସବୁଠୁ ଅଧିକ ୨୩୦ କରୋନା ରୋଗୀ ଚିହ୍ନଟ ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି । ଓଡ଼ିଶାରେ ୧୩ ହଜାର ଟପିଲା
ଓଡ଼ିଶାରେ ୧୩ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ସବୁଠୁ ଅଧିକା ୨୩୦ କରୋନା ସକରାତ୍ମକ ଗଞ୍ଜାମ ରେ ।
କରୋନା ସକରାତ୍ମକ ଓଡିଶା ରେ ୫୯୫ ନୂଆ କରୋନା ପଜିଟିଭ୍, ନୂତନ ସକରାତ୍ମକ ମାମଲା : ୫୯୫, କ୍ୱାରାଣ୍ଟିନରେ : ୩୯୪, ଲୋକାଲ କେସ : ୨୦୧
Covid-19 ର ରିପୋର୍ଟ -୧୧ ଜୁଲାଇ ୨୦୨୦, ( ଲୋକାଲ କେସ ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି ), ଓଡିଶା ରେ ୫୯୫ ନୂଆ କରୋନା ପଜିଟିଭ୍,
ଜିଲ୍ଲା ମାନଙ୍କର ମାମଲା |
ବାଲେସୋର : ୧୧, ବରଗଡ : ୩, ଭଦ୍ରକ : ୧୧, ବଲାଙ୍ଗୀର : ୧, କଟକ : ୧୧, ଢ଼େଙ୍କାନାଳ : ୦, ଗଜପତି : ୨୦, ଗଞ୍ଜାମ : ୨୩୦, ଜଗତସିଂପୁର : ୫, ଯାଜପୁର : ୯୭, କଳାହାଣ୍ଡି : ୪, କନ୍ଧମାଳ : ୦, କେନ୍ଦ୍ରାପଡା : ୨, କେନ୍ଦୁଝର : ୩, ଖୋର୍ଧା : ୭୬, କୋରାପୁଟ : ୪୪, ମୟୂରଭଞ୍ଜ : ୧୪, ନବରଙ୍ଗପୁର : ୦, ନୟାଗଡ଼ : ୫, ପୁରୀ : ୧୦, ରାୟଗଡା : ୨, ସମ୍ବଲପୁର : ୨, ସୁନ୍ଦରଗଡ : ୮, ବୌଧ : ୦, ଝାରସୁଗୁଡା : ୦, ମାଲକାନଗିରି : ୩୬, ଦେଓଗଡ : ୦
ନୂତନ ପୁନରୁଦ୍ଧାର: ୩୮୮, ସଂକଳିତ ପରୀକ୍ଷଣ: ୩୩୪୫୨୭, ସକରାତ୍ମକ: ୧୩୧୨୧, ପୁନରୁଦ୍ଧାର: ୮୩୬୦, ସକ୍ରିୟ ମାମଲା: ୪୬୭୭,
ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ, କରୋନାଠୁ ଦୂରରେ ରୁହନ୍ତୁ। ଓଡିଶାରେ ବଢିଚାଲିଛି କରୋନା, ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ।


Recent Post
- Google’s Search Spam Algorithm Updated On June 23rd
- How to Optimize Website URLs for SEO?
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଆଜି ୧୫୪୭ ଜଣ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଓଡିଶାରେ ୨୪ ଘଣ୍ଟାରେ ୧୯୩୧ ଜଣ କରୋନା ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।