covid odisha 8th Aug

୧୦୦ ଟପିଲା ଗୋଟିଏ ଦିନରେ ନୟାଗଡ ଜିଲ୍ଲା ରେ, ଗୋଟିଏ ଦିନରେ ୧୭୩୪ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ।

୧୦୦ ଟପିଲା ଗୋଟିଏ ଦିନରେ ନୟାଗଡ ଜିଲ୍ଲା ରେ, ଆଜି ସବୁଠୁ ଅଧିକ ଖୋର୍ଦ୍ଧା ରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୨୯ ଟି ଜିଲ୍ଲା ରୁ ୧୭୩୪ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୧୦୭୫ କ୍ୱାରେଣ୍ଟିନ୍‌ରେ ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୬୫୯ ଜଣ ଅଛନ୍ତି

୧୦୦ ଟପିଲା ଗୋଟିଏ ଦିନରେ ନୟାଗଡ ଜିଲ୍ଲା ରେ, ଆଜି ସବୁଠୁ ଅଧିକ ଖୋର୍ଦ୍ଧା ରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି ।
ରାୟଗଡ ରେ ସବୁଠୁ ଅଧିକ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ

ଆଜି ସବୁଠୁ ଅଧିକା ୩୪୨ କରୋନା ସକରାତ୍ମକ ଖୋର୍ଦ୍ଧା ରେ ଥିବାବେଳେ ସେଇଭଳି ସବୁଠୁ ଅଧିକ ଗଂଜାମ ଜିଲ୍ଲାରେ ୨୨୨,
କଟକ ରେ ମଧ୍ୟ ୧୭୭ ଜଣ ।

ଗୋଟିଏ ଦିନରେ ୧୭୩୪ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି,
Covid-19 ର ରିପୋର୍ଟ – ୮ ଅଗଷ୍ଟ ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,
ଗୋଟିଏ ଦିନରେ ୧୭୩୪ କରୋନା ରୋଗୀ ଓଡ଼ିଶାରେ ଚିହ୍ନଟ ହେଇଛନ୍ତି ।ରାୟଗଡ ରେ ସବୁଠୁ ଅଧିକ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ

ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୪ ଜଣ, ବାଲେସୋର ରେ ୭୩ ଜଣ, ବରଗଡ ରେ ୫୧, ଭଦ୍ରକ – ୫୮ , ବଲାଙ୍ଗୀର ରେ ୬ ଜଣ, ବୌଧ : ୦, କଟକ : ୧୭୭, ଦେଓଗଡ : ୫,
ଢେଙ୍କାନାଳ : ୨୯, ଗଜପତି :୮୫, ଗଞ୍ଜାମ ରେ ସବୁଠୁ ଅଧିକ ୨୨୨ କରୋନା ରୋଗୀ ଚିହ୍ନଟ, ଜଗତସିଂପୁର ରେ ୧୨,
ଯାଜପୁର ରେ ୩୮, ସେହିଭଳି ଝାରସୁଗୁଡା ରେ ୬, କଳାହାଣ୍ଡି ରେ ୨୪,
କନ୍ଧମାଳ : ୫୯, କେନ୍ଦ୍ରାପଡା : ୨, କେନ୍ଦୁଝର :୨୭, ଖୋର୍ଧା : ୩୪୨, କୋରାପୁଟ : ୬୦, ମାଲକାନଗିରି : ୫୨, ମୟୂରଭଞ୍ଜ : ୩୫,
ନବରଙ୍ଗପୁର ରେ ୧୩, ନୟାଗଡ ରେ ୧୦୬ ଜଣ, ନୂଆପଡା : ୨୨, ପୁରୀ : ୫୫, ରାୟଗଡା :୧୮, ସମ୍ବଲପୁର :୧୪, ସୋନେପୁର: ୧୩, ସୁନ୍ଦରଗଡ : ୧୨୬,
ସମୁଦାୟ ୧୬୪୩ ଜଣ କରୋନା ରୋଗୀ ଚିହ୍ନଟ ।

ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୧୫୪୪, ସେହିଭଳି ସଂକଳିତ ପରୀକ୍ଷଣ: ୬୫୦୧୮୩ ଜଣ, ଏବଂ ସକରାତ୍ମକ: ୪୫୯୨୭,
ପୁନରୁଦ୍ଧାର: ୩୦୧୪୧ ଏବଂ ସକ୍ରିୟ ମାମଲା ରେ ୧୫୩୬୫ ବୋଲି ଜଣା ପଡିଛି ।

କରୋନା ସଂକ୍ରମଣରୁ ସୁରକ୍ଷିତ ରହିବାପାଇଁ ହାତକୁ ବାରମ୍ବାର ସାବୁନ୍ ଓ ପାଣିରେ ଭଲଭାବରେ ଧୁଅନ୍ତୁ। ଘରୁ ବାହାରକୁ ଗଲେ ମାସ୍କ ପିନ୍ଧିବା ଭୁଲନ୍ତୁ ନାଇଁ ଓ ସବୁବେଳେ ସାମାଜିକ ଦୂରତା ରଖିନ୍ତୁ। ସତର୍କ ସହିତ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।

covid odisha 8th Aug
Image Credit – Freepik

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

fallow-Expreass-Odia-News-1
Recent Post