ଏକ ହଜାର ଉଣେଇଶି କାରୋଡ଼ ( ୧୦୧୯ ) ଟଙ୍କାରେ ଆମେରିକା ର ଆଧାରିତ AES ଓଡିଶା ପାୱାର ଜେନେରେସନ୍ କର୍ପୋରେସନ୍ ର ଅଣଚାଶ (୪୯) ପ୍ରତିସଦ ଅଂଶ ହାସଲ କରିବାକୁ ଯାଉଛି ଆଦାନୀ ପାୱାର |
ଓପିଜିସି ଓଡ଼ିଶାରେ ଝାରସୁଗୁଡା ଜିଲା ରେ ଥିବା ବାନହରପାଲିରେ ସତରସହ ଚଉଦ (୧୭୧୪) ମେଗାୱାଟ ତାପଜ ବିଦ୍ୟୁତ ଉପାଦାନ କେନ୍ଦ୍ର ରହିଛି।
ଅଦାନୀ ପାୱାର କହୁଛନ୍ତି ଓଡିଶା ପାୱାର ଜେନେରେସନ୍ କର୍ପୋରେସନ୍ (ଓପିଜିସି) ରୁ ଅଣ୍ଚାଷ (୪୯) ପ୍ରତିଶତ ଇକ୍ୱିଟି ଆମେରିକା ରେ ଥିବା ଏଏସ୍ କର୍ପୋରେସନ୍ ଠାରୁ ଶହେ ପାଇଥିରିଷି (୧୩୫) ମିଲିୟନ ଡଲାର ରେ ମାନେ ୧୦୧୯ କୋଟି ଟଙ୍କା ରେ କିଣିବ ବୋଲି କହୁଛନ୍ତି ।
ଅଦାନୀ ଗୃପ ର ଏକ କମ୍ପାନୀ ଆଦାନୀ ପାୱାର ଓପିଜିସି ରେ ରହିଥିବା ସମୁଦାୟ ୮୯,୩୦,୨୩୭ ଅଂଶ ଇକ୍ୱିଟି ହାସଲ କରିବ। ଯାହା ପ୍ରଦାନ କରା ଯାଇଥିବା ପେଡ ଉପ ଇକ୍ୱିଟି ସେୟାର ପୁଞ୍ଜିର ଅଣ୍ଚାଷ (୪୯) ପ୍ରତିଶତ ପ୍ରତିନିଧିତ୍ୱ କରିବ ।
ଓପିଜିସିରେ ଏକାବନ (୫୧) ପ୍ରତିଶତ ଅଂଶଧନ ଅଛି ଓଡିଶା ସରକାର ଙ୍କର ।
ଓପିଜିସି ଓଡ଼ିଶାରେ ଝାରସୁଗୁଡା ଜିଲା ରେ ଥିବା ବାନହରପାଲିରେ ସତରସହ ଚଉଦ (୧୭୧୪) ମେଗାୱାଟ ତାପଜ ବିଦ୍ୟୁତ ଉପାଦାନ କେନ୍ଦ୍ର ରହିଛି। ଓଡ଼ିଶା କୁ ସର୍ବନିମ୍ନ ମୂଲ୍ୟର ବିଦ୍ୟୁତ ଶକ୍ତି ଯୋଗେୟିବା ମଧ୍ୟରେ ଏହି କାରଖାନା ଓଡିଶା ରାଜ୍ୟର ମୁଖ୍ୟ ସ୍ଥାନ ଅଟେ।

କାହିଁକି ଆୟୁଷ ମନ୍ତ୍ରାଳୟ ପତାଞ୍ଜଳି ଙ୍କୁ କହିଲେ covid-19 ର ଔଷଦ ର ବିଜ୍ଞାପନ ବନ୍ଦ କରିବା ପାଇଁ।