ଓଡିଶା ରେ ବଢିଚାଲିଛି କରୋନା ରୋଗୀ ଙ୍କ ସଂଖ୍ୟା କିଛି ଦିନ ପୂର୍ବରୁ ଓଡିଶା ବାସି ଙ୍କ ମନରେ ଖୁସି ଫେରି ଆସିଥିଲା କାହିଁକିନା ଓଡ଼ିଶାରେ କରୋନା ରୋଗୀ ଙ୍କ ସଂଖ୍ୟା ବହୁତ କମ ଥିଲା କିନ୍ତୁ କିଛି ଦିନ ହେଲା ଏହାର ସଂଖ୍ୟା ବଢ଼ିବାରେ ଲାଗିଛି ।
ଓଡିଶାରେ ବଢିଚାଲିଛି କରୋନା : କଟକ ସହରରୁ ଆଉ ୩ କରୋନା ପଯେଟିଭ ଚିହ୍ନଟ ହୋଇଛନ୍ତି। ଏହା କଟକ ମହାନଗର ନିଗମ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।
ସମଗ୍ର ଜିଲ୍ଲାରେ ଆଜି ୪୫୬ ଚିହ୍ନଟ କରୋନା ରୋଗୀଙ୍କ ମଧ୍ୟରୁ ୩୦୯ କ୍ୱାରେଣ୍ଟିନ୍ରେ ଥିବାବେଳେ ସ୍ଥାନୀୟ ମାମଲା ୧୪୭ ଅଛନ୍ତି। ଗଞ୍ଜାମ ଜିଲ୍ଲାରେ ସବୁଠୁ ଅଧିକ ୧୬୬ କରୋନା ରୋଗୀ ଚିହ୍ନଟ ହୋଇଥିବାର ସୂଚନା ମିଳିଛି ।
ଓଡ଼ିଶାରେ ଆଜି ୨୪ ଟି ଜିଲ୍ଲାରୁ ୪୫୬ କରୋନା ପଯେଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଓଡ଼ିଶାରେ ସମସ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୯,୫୨୬ କୁ ବୃଦ୍ଧି ପାଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ନୂତନ ସକରାତ୍ମକ ମାମଲା : ୪୫୬
କ୍ୱାରାଣ୍ଟିନରେ : ୩୦୯
ଲୋକାଲ କେସ : ୧୪୭
( ଲୋକାଲ କେସ ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି )
ଜିଲ୍ଲା ମାନଙ୍କର ମାମଲା |
୧. ଅନଗୁଳୁ : ୧
୨. ବାଲେସୋର : ୧୪
୩. ବରଗଡ : ୩୩
୪. ଭଦ୍ରକ : ୧୨
୫. ବଲାଙ୍ଗୀର : ୬
୬. କଟକ : ୧୩
୭. ଢ଼େଙ୍କାନାଳ : ୧
୮. ଗଜପତି : ୧
୯. ଗଞ୍ଜାମ : ୧୬୬
୧୦. ଜଗତସିଂପୁର : ୨୩
୧୧. ଯାଜପୁର : ୫୭
୧୨. କଳାହାଣ୍ଡି : ୧
୧୩. କନ୍ଧମାଳ : ୩
୧୪. କେନ୍ଦ୍ରାପଡା : ୫
୧୫. କେନ୍ଦୁଝର : ୨
୧୬. ଖୋର୍ଧା : ୨୧
୧୭. କୋରାପୁଟ : ୧୦
୧୮. ମୟୂରଭଞ୍ଜ : ୮
୧୯. ନବରଙ୍ଗପୁର : ୨୪
୨୦. ନୟାଗଡ଼ : ୪
୨୧. ପୁରୀ : ୩
୨୨. ରାୟଗଡା : ୧୩
୨୩. ସମ୍ବଲପୁର: ୧୫
୨୪. ସୁନ୍ଦରଗଡ: ୨୦
ନୂତନ ପୁନରୁଦ୍ଧାର: ୨୯୦
ସଂକଳିତ ପରୀକ୍ଷଣ: ୨୯୭୨୩୪
ସକରାତ୍ମକ: ୯୫୨୬
ପୁନରୁଦ୍ଧାର: ୬୨୨୪
ସକ୍ରିୟ ମାମଲା: ୩୨୫୪
Covid-19 ର ରିପୋର୍ଟ – ୫ ଜୁଲାଇ ୨୦୨୦
ଓଡିଶାରେ ବଢିଚାଲିଛି କରୋନା


Recent Post
- Google’s Search Spam Algorithm Updated On June 23rd
- How to Optimize Website URLs for SEO?
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଆଜି ୧୫୪୭ ଜଣ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଓଡିଶାରେ ୨୪ ଘଣ୍ଟାରେ ୧୯୩୧ ଜଣ କରୋନା ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।