ଆଜି ସବୁଠୁ ଅଧିକା ୧୦୭୮ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ, ଗଞ୍ଜାମ ପରେ ଏବେ କରୋନା ରାୟଗଡା କୁ ଆକ୍ରମଣ କରିଛି, ୧୯ ହଜାର ଟପିଲା, ଜାଣନ୍ତୁ କେଉଁ ଜିଲା ରେ କେତେ ଆକ୍ରାନ୍ତ ।
ଆଜି ସମଗ୍ର ୨୮ ଟି ଜିଲ୍ଲା ରେ ୧୦୭୮ ଚିହ୍ନଟ କରୋନା ରୋଗୀଙ୍କ ମଧ୍ୟରୁ ୭୨୧ କ୍ୱାରେଣ୍ଟିନ୍ରେ ଥିବାବେଳେ ସ୍ଥାନୀୟ ମାମଲା ୩୫୭ ଅଛନ୍ତି। ଗଞ୍ଜାମ ଜିଲ୍ଲାରେ ସବୁଠୁ ଅଧିକ ୩୭୧ କରୋନା ରୋଗୀ ଚିହ୍ନଟ ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି । ଆଜି ସବୁଠୁ ଅଧିକା ୧୦୭୮ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ : ଓଡିଶାରୁ ୧୦୭୮ କରୋନା ରୋଗୀ ଚିହ୍ନଟ: ଓଡିଶାରୁ ଆଜି ୧୦୭୮ କରୋନା …