ଓଡ଼ିଶାରେ ଆଜି ସୁନ୍ଦରଗଡ ରୁ ୧୧୨ କରୋନା ରୋଗୀ ଚିହ୍ନଟ, ଗୋଟିଏ ଦିନରେ ୧୦୬୮ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ।
ଆଜି ସମୁଦାୟ ୨୮ ଟି ଜିଲ୍ଲା ରୁ ୧୦୬୮ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୬୬୨ କ୍ୱାରେଣ୍ଟିନ୍ରେ ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୪୦୬ ଜଣ ଅଛନ୍ତି । ଓଡ଼ିଶାରେ ଆଜି ସୁନ୍ଦରଗଡ ରୁ ୧୧୨ କରୋନା ରୋଗୀ ଚିହ୍ନଟ, ଜଣାନ୍ତୁ ସମ୍ପୂର୍ଣ ଖବର ।କରୋନା ଭାଙ୍ଗିଲା ରେକର୍ଡ, ଗଞ୍ଜାମ ଜିଲ୍ଲାରେ ଆଜି ସବୁଠୁ ଅଧିକ ୨୪୫ ଏବଂ ଖୋର୍ଧା ରେ ୧୯୪, ସୁନ୍ଦରଗଡ ରେ ୧୧୨ଓ କଟକ ରେ ୬୧ କରୋନା ରୋଗୀ …