ଓଡିଶା ରେ ଆଜି ଚିହ୍ନଟ ହେଲେ ୫୭୭ ନୂଆ କରୋନା ପଜିଟିଭ୍

ଓଡିଶା ରେ ୫୭୭ ନୂଆ କରୋନା ପଜିଟିଭ୍ ଆଜି ଚିହ୍ନଟ ହେଲେ, ଜାଣନ୍ତୁ ସମ୍ପୂର୍ଣ ଖବର ।


ସମଗ୍ର ଜିଲ୍ଲାରେ ଆଜି ୫୭୭ ଚିହ୍ନଟ କରୋନା ରୋଗୀଙ୍କ ମଧ୍ୟରୁ ୪୧୬ କ୍ୱାରେଣ୍ଟିନ୍‌ରେ ଥିବାବେଳେ ସ୍ଥାନୀୟ ମାମଲା ୧୪୭ ଅଛନ୍ତି। ଗଞ୍ଜାମ ଜିଲ୍ଲାରେ ସବୁଠୁ ଅଧିକ ୧୬୧ କରୋନା ରୋଗୀ ଚିହ୍ନଟ ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି ।

ଓଡିଶା ରେ ୫୭୭ ନୂଆ କରୋନା ପଜିଟିଭ୍ :
ନୂତନ ସକରାତ୍ମକ ମାମଲା : ୫୭୭
କ୍ୱାରାଣ୍ଟିନରେ : ୪୧୬
ଲୋକାଲ କେସ : ୧୬୧

( ଲୋକାଲ କେସ ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି )
ଓଡିଶା ରେ ୫୭୭ ନୂଆ କରୋନା ପଜିଟିଭ୍,

ଜିଲ୍ଲା ମାନଙ୍କର ମାମଲା |
୧. ଅନଗୁଳୁ : ୭
୨. ବାଲେସୋର : ୩୦
୩. ବରଗଡ : ୦
୪. ଭଦ୍ରକ : ୨
୫. ବଲାଙ୍ଗୀର : ୦
୬. କଟକ : ୧୪
୭. ଢ଼େଙ୍କାନାଳ : ୪
୮. ଗଜପତି : ୧୭
୯. ଗଞ୍ଜାମ : ୨୬୦
୧୦. ଜଗତସିଂପୁର : ୭
୧୧. ଯାଜପୁର : ୯
୧୨. କଳାହାଣ୍ଡି : ୦
୧୩. କନ୍ଧମାଳ : ୧
୧୪. କେନ୍ଦ୍ରାପଡା : ୩
୧୫. କେନ୍ଦୁଝର : ୪୮
୧୬. ଖୋର୍ଧା : ୫୬
୧୭. କୋରାପୁଟ : ୬
୧୮. ମୟୂରଭଞ୍ଜ : ୧୪
୧୯. ନବରଙ୍ଗପୁର : ୦
୨୦. ନୟାଗଡ଼ : ୧
୨୧. ପୁରୀ : ୫
୨୨. ରାୟଗଡା : ୦
୨୩. ସମ୍ବଲପୁର : ୩
୨୪. ସୁନ୍ଦରଗଡ : ୮୩
୨୫. ବୌଧ : ୫
୨୬. ଝାରସୁଗୁଡା : ୧
୨୭.ମାଲକାନଗିରି : ୧

ନୂତନ ପୁନରୁଦ୍ଧାର: ୩୦୩
ସଂକଳିତ ପରୀକ୍ଷଣ: ୩୧୪୯୮୭
ସକରାତ୍ମକ: ୧୧୨୦୧
ପୁନରୁଦ୍ଧାର: ୭୦୦୬
ସକ୍ରିୟ ମାମଲା: ୪୧୨୮

Covid-19 ର ରିପୋର୍ଟ – ୮ ଜୁଲାଇ ୨୦୨୦

ଓଡିଶାରେ ବଢିଚାଲିଛି କରୋନା, ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ

ଓଡିଶା ରେ ଆଜି ଚିହ୍ନଟ ହେଲେ ୫୭୭ ନୂଆ କରୋନା ପଜିଟିଭ୍
image courtesy: freepik
fallow-Expreass-Odia-News-1

Recent Post