ଓଡିଶା ରେ ବଢିଚାଲିଛି କରୋନା ରୋଗୀ ଙ୍କ ସଂଖ୍ୟା, କେଉଁ ଜ଼ିଲ୍ଲା ରେ କେତେ କରୋନା ରୋଗୀ ଜାଣନ୍ତୁ ସମ୍ପୂର୍ଣ ଖବର ।
ଓଡିଶା ରେ ବଢିଚାଲିଛି କରୋନା ରୋଗୀ ଙ୍କ ସଂଖ୍ୟା କିଛି ଦିନ ପୂର୍ବରୁ ଓଡିଶା ବାସି ଙ୍କ ମନରେ ଖୁସି ଫେରି ଆସିଥିଲା କାହିଁକିନା ଓଡ଼ିଶାରେ କରୋନା ରୋଗୀ ଙ୍କ ସଂଖ୍ୟା ବହୁତ କମ ଥିଲା କିନ୍ତୁ କିଛି ଦିନ ହେଲା ଏହାର ସଂଖ୍ୟା ବଢ଼ିବାରେ ଲାଗିଛି । ଓଡିଶାରେ ବଢିଚାଲିଛି କରୋନା : କଟକ ସହରରୁ ଆଉ ୩ କରୋନା ପଯେଟିଭ ଚିହ୍ନଟ ହୋଇଛନ୍ତି। ଏହା କଟକ ମହାନଗର ନିଗମ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି …