16th july

ରାଜ୍ୟ ସରକାରଙ୍କ ବଡ ଘୋଷଣା 2

ରାଜ୍ୟ ସରକାରଙ୍କ ବଡ ଘୋଷଣା , ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ପରିବାର ପାଇଁ ବଡ଼ ସହାୟତା ଘୋଷଣା ।

ରାଜ୍ୟ ସରକାରଙ୍କ ବଡ ଘୋଷଣା : ମାନ୍ୟଵର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶକ୍ରମେ କୋଭିଡ ମୁକାବିଲାରେ ଅଗଧାଡ଼ିରେ ଯୋଦ୍ଧା ଭାବେ କାର୍ଯ୍ୟ ରତ ଥିବା ଅଙ୍ଗନବାଡ଼ି କର୍ମଚାରୀ ଓ ଆଶାକର୍ମୀ ଙ୍କ ପାଇଁ ରାଜ୍ୟ ସରକାର ଏକ ଘୋଷଣା କରିଛନ୍ତି, କୋଭିଡ ଯୁଦ୍ଧରେ ସାମିଲ ହାଇ କାମ କରୁଥିବା କେହି ଅଙ୍ଗନବାଡ଼ି କର୍ମଚାରୀ ଯଦି ସଂକ୍ରମିତ ହୋଇ ତାଙ୍କର ମୃତୁ ଘଟେ ତାହାଲେ ତାଙ୍କ ସ୍ୱାମୀ କିମ୍ବା ନିକଟତମ ଆତ୍ମୀୟଙ୍କୁ ମାସକୁ ମାସ ୭୫୦୦ ଟଙ୍କା …

ରାଜ୍ୟ ସରକାରଙ୍କ ବଡ ଘୋଷଣା , ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ପରିବାର ପାଇଁ ବଡ଼ ସହାୟତା ଘୋଷଣା । Read More »

ଗଞ୍ଜାମ ପରେ ଏବେ କରୋନା ଖୋର୍ଧା କୁ ଆକ୍ରମଣ କରିଛି

ଗଞ୍ଜାମ ପରେ ଏବେ କରୋନା ଖୋର୍ଧା କୁ ଆକ୍ରମଣ କରିଛି, ୧୬ ହଜାର ଟପିଲା, ଜାଣନ୍ତୁ କେଉଁ ଜିଲା ରେ କେତେ ଆକ୍ରାନ୍ତ ।

ଆଜି ସମଗ୍ର ୨୪ ଟି ଜିଲ୍ଲା ରେ ୭୧୮ ଚିହ୍ନଟ କରୋନା ରୋଗୀଙ୍କ ମଧ୍ୟରୁ ୪୭୯ କ୍ୱାରେଣ୍ଟିନ୍‌ରେ ଥିବାବେଳେ ସ୍ଥାନୀୟ ମାମଲା ୨୩୯ ଅଛନ୍ତି। ଗଞ୍ଜାମ ଜିଲ୍ଲାରେ ସବୁଠୁ ଅଧିକ ୨୩୧ କରୋନା ରୋଗୀ ଚିହ୍ନଟ ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି । ଗଞ୍ଜାମ ପରେ ଏବେ କରୋନା ଖୋର୍ଧା କୁ ଆକ୍ରମଣ କରିଛି, ଓଡ଼ିଶାରେ ପୁଣି ବାହାରିଲା ୭୧୮ କରୋନା ଆକ୍ରାନ୍ତ ସଂଖ୍ୟା, ଦିନକ ପରେ ଦିନକୁ ଓଡିଶା …

ଗଞ୍ଜାମ ପରେ ଏବେ କରୋନା ଖୋର୍ଧା କୁ ଆକ୍ରମଣ କରିଛି, ୧୬ ହଜାର ଟପିଲା, ଜାଣନ୍ତୁ କେଉଁ ଜିଲା ରେ କେତେ ଆକ୍ରାନ୍ତ । Read More »