ଓଡିଶା ରେ ଆଜି ଚିହ୍ନଟ ହେଲେ ୫୭୭ ନୂଆ କରୋନା ପଜିଟିଭ୍

ଓଡିଶା ରେ ୫୭୭ ନୂଆ କରୋନା ପଜିଟିଭ୍ ଆଜି ଚିହ୍ନଟ ହେଲେ, ଜାଣନ୍ତୁ ସମ୍ପୂର୍ଣ ଖବର ।

ସମଗ୍ର ଜିଲ୍ଲାରେ ଆଜି ୫୭୭ ଚିହ୍ନଟ କରୋନା ରୋଗୀଙ୍କ ମଧ୍ୟରୁ ୪୧୬ କ୍ୱାରେଣ୍ଟିନ୍‌ରେ ଥିବାବେଳେ ସ୍ଥାନୀୟ ମାମଲା ୧୪୭ ଅଛନ୍ତି। ଗଞ୍ଜାମ ଜିଲ୍ଲାରେ ସବୁଠୁ ଅଧିକ ୧୬୧ କରୋନା ରୋଗୀ ଚିହ୍ନଟ ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି । ଓଡିଶା ରେ ୫୭୭ ନୂଆ କରୋନା ପଜିଟିଭ୍ : ନୂତନ ସକରାତ୍ମକ ମାମଲା : ୫୭୭କ୍ୱାରାଣ୍ଟିନରେ : ୪୧୬ଲୋକାଲ କେସ : ୧୬୧ ( ଲୋକାଲ କେସ ବିଷୟରେ ଜିଲା …

ଓଡିଶା ରେ ୫୭୭ ନୂଆ କରୋନା ପଜିଟିଭ୍ ଆଜି ଚିହ୍ନଟ ହେଲେ, ଜାଣନ୍ତୁ ସମ୍ପୂର୍ଣ ଖବର । Read More »