ଓଡିଶା ପାୱାର ଜେନେରେସନ୍ କର୍ପୋରେସନ୍

ଓଡିଶା ପାୱାର ଜେନେରେସନ୍ କର୍ପୋରେସନ୍ (ଓପିଜିସି) ରୁ ୪୯ ପ୍ରତିସଦ ଅଂଶ ଆଦାନୀ ପାୱାର କିଣିଲା

ଏକ ହଜାର ଉଣେଇଶି କାରୋଡ଼ ( ୧୦୧୯ ) ଟଙ୍କାରେ ଆମେରିକା ର ଆଧାରିତ AES ଓଡିଶା ପାୱାର ଜେନେରେସନ୍ କର୍ପୋରେସନ୍ ର ଅଣଚାଶ (୪୯) ପ୍ରତିସଦ ଅଂଶ ହାସଲ କରିବାକୁ ଯାଉଛି ଆଦାନୀ ପାୱାର | ଓପିଜିସି ଓଡ଼ିଶାରେ ଝାରସୁଗୁଡା ଜିଲା ରେ ଥିବା ବାନହରପାଲିରେ ସତରସହ ଚଉଦ (୧୭୧୪) ମେଗାୱାଟ ତାପଜ ବିଦ୍ୟୁତ ଉପାଦାନ କେନ୍ଦ୍ର ରହିଛି। ଅଦାନୀ ପାୱାର କହୁଛନ୍ତି ଓଡିଶା ପାୱାର ଜେନେରେସନ୍ କର୍ପୋରେସନ୍ (ଓପିଜିସି) ରୁ ଅଣ୍ଚାଷ (୪୯) ପ୍ରତିଶତ …

ଓଡିଶା ପାୱାର ଜେନେରେସନ୍ କର୍ପୋରେସନ୍ (ଓପିଜିସି) ରୁ ୪୯ ପ୍ରତିସଦ ଅଂଶ ଆଦାନୀ ପାୱାର କିଣିଲା Read More »