କୋରାପୁଟ ଓ ସମ୍ବଲପୁର ପରେ ଆଜି କଟକ ରେ ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା, ଗୋଟିଏ ଦିନରେ ୧୩୮୪ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ।
କୋରାପୁଟ ଓ ସମ୍ବଲପୁର ପରେ ଆଜି କଟକ ରେ ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଆଜି ସମୁଦାୟ ୨୮ ଟି ଜିଲ୍ଲା ରୁ ୧୩୮୪ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୮୮୯ କ୍ୱାରେଣ୍ଟିନ୍ରେ ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୪୯୫ ଜଣ ଅଛନ୍ତିଖୋର୍ଦ୍ଧା ରେ ସବୁଠୁ ଅଧିକ ୨୦୧ କରୋନା ରୋଗୀ ଗୋଟି ଦିନରେ ଚିହ୍ନଟ ।ଜାଣନ୍ତୁ ସମ୍ପୂର୍ଣ ଖବର ।କରୋନା ଭାଙ୍ଗିଲା ରେକର୍ଡ, ସମ୍ବଲପୁର ଓ କୋରାପୁଟ ପରେ ଆଜି …