କରୋନା ଚିନ୍ତା ଦେଲା ଭଦ୍ରକ ଲୋକ ମାନଙ୍କୁ, ଆଜି ସବୁଠୁ ଅଧିକ ଖୋର୍ଦ୍ଧା ରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ
କରୋନା ଚିନ୍ତା ଦେଲା ଭଦ୍ରକ ଲୋକ ମାନଙ୍କୁ, ଆଜି ସବୁଠୁ ଅଧିକ ଖୋର୍ଦ୍ଧା ରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୨୯ ଟି ଜିଲ୍ଲା ରୁ ୧୩୪୧ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୮୧୮ କ୍ୱାରେଣ୍ଟିନ୍ରେ ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୫୨୩ ଜଣ ଅଛନ୍ତି କରୋନା ଚିନ୍ତା ଦେଲା ଭଦ୍ରକ ଲୋକ ମାନଙ୍କୁ,ଆଜି ସବୁଠୁ ଅଧିକ ଖୋର୍ଦ୍ଧା ରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟହୋଇଥିବାର ସୂଚନା ରାଜ୍ୟ …