ଓଡିଶାରୁ ଆଜି ୬୭୩ କରୋନା ରୋଗୀ ଚିହ୍ନଟ, ଗଞ୍ଜାମ ପରେ ଏବେ କରୋନା ଖୋର୍ଧା କୁ ଆକ୍ରମଣ କରିଛି, ୧୮ ହଜାର ଟପିଲା, ଜାଣନ୍ତୁ କେଉଁ ଜିଲା ରେ କେତେ ଆକ୍ରାନ୍ତ ।
ଆଜି ସମଗ୍ର ୨୩ ଟି ଜିଲ୍ଲା ରେ ୬୭୩ ଚିହ୍ନଟ କରୋନା ରୋଗୀଙ୍କ ମଧ୍ୟରୁ ୪୪୬ କ୍ୱାରେଣ୍ଟିନ୍ରେ ଥିବାବେଳେ ସ୍ଥାନୀୟ ମାମଲା ୨୨୭ ଅଛନ୍ତି। ଗଞ୍ଜାମ ଜିଲ୍ଲାରେ ସବୁଠୁ ଅଧିକ ୨୩୯ କରୋନା ରୋଗୀ ଚିହ୍ନଟ ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି । ୧୮ ହଜାର ଟପିଲା କରୋନା ୧୮ ହଜାର ଟପିଲା କରୋନା , ଜାଣନ୍ତୁ କେଉଁ ଜିଲା ରେ କେତେ ଆକ୍ରାନ୍ତ । ଓଡିଶାରୁ ଆଜି ୬୭୩ …