ଗଂଜାମ ପରେ ଏବେ ଖୋର୍ଦ୍ଧା, ଏବେ ରାୟଗଡା ରେ ଦିନକୁ ଦିନ ବଢିଚାଲିଛି କରୋନା ରୋଗୀ ଙ୍କ ସଂଖ୍ୟା, ଗୋଟିଏ ଦିନରେ ୧୪୩୪ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ।
ଆଜି ସମୁଦାୟ ୨୯ ଟି ଜିଲ୍ଲା ରୁ ୧୪୩୪ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୮୮୯ କ୍ୱାରେଣ୍ଟିନ୍ରେ ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୫୪୫ ଜଣ ଅଛନ୍ତିଖୋର୍ଦ୍ଧା ରେ ସବୁଠୁ ଅଧିକ ୨୧୮ କରୋନା ରୋଗୀ ଗୋଟି ଦିନରେ ଚିହ୍ନଟ । କଟକରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା, ଏବେ ରାୟଗଡା ରେ ଦିନକୁ ଦିନ ବଢିଚାଲିଛି କରୋନା ରୋଗୀ ଙ୍କ ସଂଖ୍ୟା, ଜଣାନ୍ତୁ ସମ୍ପୂର୍ଣ ଖବର ।କରୋନା ଭାଙ୍ଗିଲା …