ପୁଣି ରେକର୍ଡ ସୃଷ୍ଟି କଲା କରୋନା ,ଆଜି ବହୁତ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
ପୁଣି ରେକର୍ଡ ସୃଷ୍ଟି କଲା କରୋନା ,ଆଜି ବହୁତ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ। ପୁଣି ରେକର୍ଡ ସୃଷ୍ଟି କଲା କରୋନା,ରାଜ୍ୟ ରେ ଆଜି ୪୧୯୮ ଜଣ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ। ଆଜି ସବୁଠୁ ଅଧିକ ବଲାଙ୍ଗୀର, ଅନଗୁଳୁ, ବାଲେଶ୍ୱର, ପୁରୀ, ଯାଜପୁର, କଟକ, ଖୋର୍ଦ୍ଧା ଓ ଜଗତସିଂପୁର ଜିଲାରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୧ ଟି ଜିଲ୍ଲା ରୁ ୩୯୯୬ ଚିହ୍ନଟ କରୋନା ରୋଗୀ …